Odia Sad Shayari

Best 100+Odia Sad Shayari

Very Sad Shayari Odia

Shayari Sad Odia jibanare tharutia milithae

ଜୀବନ ଥରୁଟିଏ ମିଳିଥାଏ ବାରମ୍ବାର ନୁହଁ
ଏହାକୁ ନିଜ ଖୁସି ଆଉ ସ୍ୱାଧିନତାରେ ବଞ୍ଚିଲେ ଜୀବନ ସ୍ୱାଦ ଜାଣିହୁଏ |

Shayari Sad Odia mana kasta hele akutia kandidele

ମନ କଷ୍ଟ ହେଲେ ଏକୁଟିଆ କାନ୍ଦିଦେଲେ ଯେଉଁ ଶାନ୍ତି ମିଳେ
ସେ ଶାନ୍ତି କାହା ଆଗେ ନିଜ ଦୁଃଖ କହିଲେ ମିଳିନଥାଏ |

Shayari Sad Odia mo shesha niswas parjyanta

ମୋ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୋ ଆଖିରେ ତୁମ ଛବି
ଆଉ ମୋ ଓଠରେ ତୁମ ନାଁ ହିଁ ରହିବ |

Shayari Sad Odia barambara hrudayaku bhangi

ବାରମ୍ବାର ହୃଦୟକୁ ଭାଙ୍ଗି ଭୁଲ୍ ମାଗୁଥିବା ଲୋକକୁ
କେବେ ବିଶ୍ୱାସ କରିବା ଉଚିତ ନୁହଁ |

Shayari Sad Odia sehi jagare kebe rahiba uchita nuhe

ସେହି ଜାଗାରେ କେବେ ରହିବ ଉଚିତ ନୁହଁ
ଯେଉଁଠି ନିଜର ଅଧିକାର ଆଉ ଚରିତ୍ର କୁ ସମ୍ମାନ ମିଳିନଥାଏ |

Odia Shayari Message

Very Sad Shayari Odia apanara bhabuthiba loka

ଆପଣାର ଭାବୁଥିବା ଲୋକ କେବେ ଦୂରକୁ ଚାଲିଯାଏ ନା
ସ୍ୱାର୍ଥ ରଖି ସମ୍ପର୍କ ବାନ୍ଧୁଥିବା ଲୋକ କେବେ ଅଧିକ ଦିନ ସମ୍ପର୍କରେ ରହିପାରେନା |

Very Sad Shayari Odia jadi kehi abhimana karichhi

ଯଦି କେହି ଅଭିମାନ କରିଛି ତାକୁ ଶୀଘ୍ର ମନେଇନେବା ଉଚିତ
କାହିଁକିନା ଅଭିମାନ ଯେତେବେଳେ ଅହଂକାରର ରୂପ ନିଅ
ସେତେବେଳେ ବର୍ଷ ବର୍ଷ ର ସମ୍ପର୍କ ଭାଙ୍ଗିଯାଏ |

Very Sad Shayari Odia jibanara chalapathare

ଜୀବନର ଚଳପଥରେ ସମ୍ପର୍କଟି ସେତେବେଳେ ଥକିଯାଏ
ଯେବେ ହୃଦୟ କାହାକୁ ବିଶ୍ୱାସ କରିବା ବନ୍ଦ କରିଦିଏ |

Very Sad Shayari Odia sabukichhi jinisha samstanku milinathae

ସବୁକିଛି ଜିନିଷ ସମସ୍ତଙ୍କୁ ମିଳିନଥାଏ
କେବେ କାହାର ସ୍ୱପ୍ନ ଭାଙ୍ଗିଥାଏ ତ ଆଉ କାହାର ଆଶା |

Very Sad Shayari Odia duniare amiti bahuta samparka bhangijae

ଦୁନିଆରେ ଏମିତି ବହୁତ ସମ୍ପର୍କ ଭାଙ୍ଗିଯାଏ
ମୁଁ ଠିକ୍ ଆଉ ତୁ ଭୁଲ୍ ଏମିତି ଅହଂକାର ଭାବନାରେ |

Very Sad Shayari Odia ebe manisha premare dhoka khae

ଯେବେ ମଣିଷ ପ୍ରେମରେ ଧୋକା ଖାଏ
ଓଠ ନିରବ ରହିଥାଏ କିନ୍ତୁ ହୃଦୟ କାନ୍ଦୁଥାଏ |

Odia Sad Shayari 2020

Odia Shayari Message samparka taha nuhe jenuthi

ସମ୍ପର୍କ ତାହା ନୁହେଁ ଯେଉଁଠି କଥା କଥାରେ ସମ୍ପର୍କ ଭାଙ୍ଗିବାର ଡର ଥାଏ
ସମ୍ପର୍କ ତ ସିଏ ଯେଉଁଠି ଜଣେ ଋଷିଲେ ଆଉଜଣେ ତାକୁ ମନେଇବା ଜାଣିଥାଏ |

Odia Shayari Message sabu kichhi adhura lage

ସବୁ କିଛି ଅଧୁରା ଲାଗେ
ଯେବେ ନିଜ ଲୋକଟିର ଫୋନ କି Message ଆସିନଥାଏ |

Odia Shayari Message kebe sopna bhangijae

କେବେ ସ୍ୱପ୍ନ ଭାଙ୍ଗିଯାଏ ତ କେବେ ରାତି ସରିଯାଏ
କେବେ ସମ୍ପର୍କ ଭାଙ୍ଗିଯାଏ ତ କେବେ କେହି ଦୁରକୁ ଚାଲିଯାଏ
ଏହି ସବୁ ପରେ ମଧ୍ୟ ଥକିଯାଇଥିବା ମଣିଷ ଟି ନିଜ ଲୋକଙ୍କ ପାଇଁ ଆଖିରୁ ଲୁହ ଝରାଇଥାଏ|

Odia Shayari Message chhota chhota khusi nhi manisha ku banchiba

ଛୋଟ ଛୋଟ ଖୁସି ହିଁ ମଣିଷ କୁ ବଞ୍ଚିବା ପାଇଁ ପ୍ରେରଣା ଯୋଗାଇଥାଏ
ଆଉ ଛୋଟ ଛୋଟ ଅଷାହିଁ ମଣିଷକୁ ଦୁଃଖରେ କନ୍ଦେଇଦିଏ |

Odia Shayari Message mu rasta kadara pathara tia

ମୁଁ ରାସ୍ତା କଡ଼ ର ପଥର ଟିଏ ସିଏ
ଗୋଡ଼ରେ ଏଡେଇବା ପରେ ବି କିଛି ଲୋକ ସିନ୍ଦୁର ବୋଲି ମତେ ଦେବତା କରିଦେଲେ |

Previous page 1 2 3 4 5 6 7 8 9 10Next page
Show More

Related Articles

Leave a Reply

Your email address will not be published. Required fields are marked *