Odia Sad Shayari

Best 100+Odia Sad Shayari

Shayari Sad Odia

Sad Shayari Odia For Bf jadi kahaku  tk bhalapaiba deiparibani

ଯଦି କାହାକୁ ଟିକେ ଭଲପାଇବା
ଦେଇପାରିବନି ତେବେ ତାକୁ ଘୃଣା
କରିବାର ଧିକାର ବି ତୁମର ନାହିଁ |

ସମୟ କଥା କହିପାରିନଥାଏ ସତ
କିନ୍ତୁ ଠକ୍ ସମୟରେ କିଏ ପରା ଆଉ କିଏ ଆପଣାର କହିଦେଇଥାଏ |

Sad Shayari Odia For Bf jenu loka jemiti

ଯେଉଁ ଲୋକ ଯେମିତି ତା ସହ ସେମିତି ବ୍ୟବହାର କରିବା ଉଚିତ
କାହିଁକିନା ସରଳ ଲୋକଟି ଏହି ସ୍ୱାର୍ଥ ପରା ଦୁନିଆ ଆଗେ ବଳିପଡିଯାଏ |

Sad Shayari Odia For Bf kahaku kichhi kahiba purbaru

କାହାକୁ କିଛି କହିବା ପୂର୍ବରୁ ଶହେ ଥର ଭାବିବା ଉଚିତ
କାହିଁକିନା ମୁହଁରୁ ବାହାରିଯାଇଥିବା କଥା ଆଉ ବହିଯାଇଥିବା ପାଣି କେବେ ଫେରିଆସେନା |

Sad Shayari Odia For Bf marichika pachhare dhae

ମରୀଚିକା ପଛରେ ଧାଇଁ ନିଜର ବହୁମୂଲ୍ୟ ସମୟ ନଷ୍ଟ କରିବା ଅପେକ୍ଷା
ବାସ୍ତବତାକୁ ମାନିନେବା ହଜାରେ ଗୁଣରେ ଭଲ |

Previous page 1 2 3 4 5 6 7 8 9 10Next page
Show More

Related Articles

Leave a Reply

Your email address will not be published. Required fields are marked *