Odia Sad Shayari

Best 100+Odia Sad Shayari

Sad Shayari Odia For Bf

Sad Shayari Odia For Bf jadi kahaku  tk bhalapaiba deiparibani

ଯଦି କାହାକୁ ଟିକେ ଭଲପାଇବା ଦେଇପାରିବନି
ତେବେ ତାକୁ ଘୃଣା କରିବାର ଧିକାର ବି ତୁମର ନାହିଁ |

ସମୟ କଥା କହିପାରିନଥାଏ ସତ କିନ୍ତୁ ଠକ୍ ସମୟରେ କିଏ
ପରା ଆଉ କିଏ ଆପଣାର କହିଦେଇଥାଏ |

Sad Shayari Odia For Bf jenu loka jemiti

ଯେଉଁ ଲୋକ ଯେମିତି ତା ସହ ସେମିତି ବ୍ୟବହାର କରିବା ଉଚିତ
କାହିଁକିନା ସରଳ ଲୋକଟି ଏହି ସ୍ୱାର୍ଥ ପରା ଦୁନିଆ ଆଗେ ବଳିପଡିଯାଏ |

Sad Shayari Odia For Bf kahaku kichhi kahiba purbaru

କାହାକୁ କିଛି କହିବା ପୂର୍ବରୁ ଶହେ ଥର ଭାବିବା ଉଚିତ କାହିଁକିନା ମୁହଁରୁ
ବାହାରିଯାଇଥିବା କଥା ଆଉ ବହିଯାଇଥିବା ପାଣି କେବେ ଫେରିଆସେନା |

Sad Shayari Odia For Bf marichika pachhare dhae

ମରୀଚିକା ପଛରେ ଧାଇଁ ନିଜର ବହୁମୂଲ୍ୟ ସମୟ ନଷ୍ଟ କରିବା ଅପେକ୍ଷା
ବାସ୍ତବତାକୁ ମାନିନେବା ହଜାରେ ଗୁଣରେ ଭଲ |

Previous page 1 2 3 4 5 6 7 8 9 10Next page
Show More

Related Articles

Leave a Reply

Your email address will not be published. Required fields are marked *