Odia Sad Shayari
Best 100+Odia Sad Shayari

Sad Shayari Odia For Bf

ଯଦି କାହାକୁ ଟିକେ ଭଲପାଇବା ଦେଇପାରିବନି
ତେବେ ତାକୁ ଘୃଣା କରିବାର ଧିକାର ବି ତୁମର ନାହିଁ |

ସମୟ କଥା କହିପାରିନଥାଏ ସତ କିନ୍ତୁ ଠକ୍ ସମୟରେ କିଏ
ପରା ଆଉ କିଏ ଆପଣାର କହିଦେଇଥାଏ |

ଯେଉଁ ଲୋକ ଯେମିତି ତା ସହ ସେମିତି ବ୍ୟବହାର କରିବା ଉଚିତ
କାହିଁକିନା ସରଳ ଲୋକଟି ଏହି ସ୍ୱାର୍ଥ ପରା ଦୁନିଆ ଆଗେ ବଳିପଡିଯାଏ |

କାହାକୁ କିଛି କହିବା ପୂର୍ବରୁ ଶହେ ଥର ଭାବିବା ଉଚିତ କାହିଁକିନା ମୁହଁରୁ
ବାହାରିଯାଇଥିବା କଥା ଆଉ ବହିଯାଇଥିବା ପାଣି କେବେ ଫେରିଆସେନା |

ମରୀଚିକା ପଛରେ ଧାଇଁ ନିଜର ବହୁମୂଲ୍ୟ ସମୟ ନଷ୍ଟ କରିବା ଅପେକ୍ଷା
ବାସ୍ତବତାକୁ ମାନିନେବା ହଜାରେ ଗୁଣରେ ଭଲ |