Odia Sad Shayari

Best 100+Odia Sad Shayari

Odia Shayari Sad

Odia Shayari Sad mu to sathire rahibaku nuhe

ମୁଁ ତୋ ସାଥିରେ ରହିବାକୁ ନୁହେଁ ବଞ୍ଚିବାକୁ ଚାହେଁ
ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ |

Odia Shayari Sad chehera dekhi gadha jaithiba samparka

ଚେହେରା ଦେଖି ଗଢାଯାଇଥିବା ସମ୍ପର୍କ କିଛିଦିନ
ଆଉ ହୃଦୟ ଦେଖି ଗଢାଯାଇଥିବା ସମ୍ପର୍କ ସାରାଜୀବନ |

Odia Shayari Sad apanara lokati jebe

ଆପଣାର ଲୋକଟି ଯେବେ ଏକା କରି ଚାଲିଯାଏ
ହୃଦୟ ତ ନିଜକୁ ବୁଝେଇନିଏ ହେଲେ ଆଖିରୁ ଦୁଇଟୋପା ଲୁହ ଝରିଯାଏ |

Odia Shayari Sad apana ketebi chesta karantuna kanhiki

ଆପଣ କେତେବି ଚେଷ୍ଟା କରନ୍ତୁ ନା କାହିଁକି
କିଛି ଲୋକ ଆପଣଙ୍କ ଭଲପାଇବା ବୁଝିପାରନ୍ତିନି |

Odia Shayari Sad akhire ta luha seimane dianti

ଆଖିରେ ତ ଲୁହ ସେଇମାନେ ଦିଅନ୍ତି
ଯାହାକୁ ହୃଦୟ ନିଜର କୁହେ |

Odia Shayari Status

Odia Shayari Status dunia thokara marithae

ଦୁନିଆ ଠୋକର ମରିଥାଏ ସମୟ ଓ ପରିସ୍ଥିତି ମଣିଷର ପରୀକ୍ଷା ନେଇଥାଏ
କିନ୍ତୁ ସଫଳତା କେବଳ ସେହି ଲୋକକୁ ମିଳିଥାଏ
ଯାହା ପାଖେ ଏ ଦୁଇଟି ଜିନିଷ କୁ ସାମ୍ନା କରିବାର ଶକ୍ତି ଥାଏ |

Odia Shayari Status sehi loka jibanare

ସେହି ଲୋକ ଜୀବନରେ କେବେ ଧୋକା ଖାଇନଥାଏ
ଯିଏ ସୁନ୍ଦର ଚେହେରା ଠାରୁ ଅଧିକ ସୁନ୍ଦର ହୃଦୟକୁ ବାଛିଥାଏ |

Odia Shayari Status anubhaba bina prema

ଅନୁଭବ ବିନା ପ୍ରେମ ଆଉ ବିଶ୍ୱାସ ବିନା ସମ୍ପର୍କ
କେବେ ସମ୍ଭବ ନୁହେଁ |

Odia Shayari Status kahara khusira karana

କାହାର ଖୁସିର କାରଣ ଵାଣିବାକୁ ଚେଷ୍ଟତା କର
ଦୁଃଖ ତ ଦୁନିଆରେ ସମସ୍ତେ ଦେଇ ଜାଣନ୍ତି |

Odia Shayari Status belebele sabu dukha

ବେଳେବେଳେ ସବୁ ଦୁଃଖ କଷ୍ଟକୁ ଲୁଚେଇ ମୁଁ ଭଲ ଅଛି ବୋଲି କହିବାକୁ ପଡିଥାଏ
କାହିଁକିନା ଅକୁହା ଦୁଃଖକୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ |

Sad Odia Shayari

Sad Odia Shayari jadi apana kharap samaya dei gatikaruchhanti

ଯଦି ଆପଣ ଖରାପ ସମୟ ଦେଇ ଗତିକରୁଛନ୍ତି ତେବେ ମନେ ରଖନ୍ତୁ
ଦୁଃଖକୁ ସାମ୍ନା କରିବେ ତେବେ ଯାଇ ଖୁସି ପାଇବେ |

ପ୍ରେମ ଶବ୍ଦ ଟି ସମସ୍ତେ ଶୁଣିଥାନ୍ତି
କିନ୍ତୁ ସମସ୍ତେ ପ୍ରେମକୁ ଦେଖିନଥାନ୍ତି
ପ୍ରେମକୁ ଦେଖିବାର ଅଛିତ ମା କୁ ଦେଖନ୍ତୁ |

Sad Odia Shayari akhiru jharuthiba luha

ଆଖିରୁ ଝରୁଥିବା ଲୁହ ଓ ନୀରବତା ପଛରେ ଲୁଚିରହିଥିବା ଦୁଃଖ ବୁଝିପାରୁଥିବା ଭଳି ମଣିଷଟି
ଯଦି ଆପଣଙ୍କ ପାଖରେ ଅଛି ତେବେ ବୁଝିନିଅନ୍ତୁ ଆପଣ ହିଁ ଦୁନିଆରେ ଜଣେ ଭାଗ୍ୟବାନ ମଣିଷ |

Sad Odia Shayari sehi lokanku nijara bhabibara

ସେହି ଲୋକକୁ ନିଜର ଭାବିବାରେ କିଛି ମୂଲ୍ୟ ନଥାଏ
ଯାହା ମନରେ ଆପଣଙ୍କ ପାଇଁ ନିଜରପଣ ନଥାଏ |

Sad Shayari Odia

Sad Shayari Odia ajira samayare kaha upare

ଆଜିର ସମୟରେ କାହା ଉପରେ ଅଭିମାନ କରିବା ଉଚିତ ନୁହେ
କାହିଁକିନା ଲୋକେ ଅଭିମାନ ପଛରେ ଥିବା ଭଲପାଇବା ବୁଝନ୍ତି ନାହିଁ |

Sad Shayari Odia sundar cheheratia khojile

ସୁନ୍ଦର ଚେହେରାଟିଏ ଖୋଜିଲେ ସବୁଯାଗାରେ ମିଳିଯାଏ
କିନ୍ତୁ ସୁନ୍ଦର ହୃଦୟଟିଏ ସବୁଯାଗାରେ ମିଳିନଥାଏ |

Sad Shayari Odia manisha kahaku hrudayaru bhalapau ki na pau

ମଣିଷ କାହାକୁ ହୃଦୟରୁ ଭଲପାଉ କି ନ ପାଉ
ଯେବେ ପ୍ରେମରେ ଧୋକା ଖାଏ ଘୃଣା ହୃଦୟରୁ ହିଁ କରିଥାଏ|

Sad Shayari Odia sehi manisha bidaya deba bahuta kasta

ସେହି ମଣିଷକୁ ବିଦାୟ ଦେବା ବହୁତ କଷ୍ଟ
ଯାହାକୁ ମଣିଷ ତା ନିଜଠାରୁ ଅଧିକ ଭଲପାଇଥାଏ |

Sad Shayari Odia kahaku hrudaya deba

କାହା ହୃଦୟ କେବେ ବିନା କାରଣରେ ଭାଙ୍ଗଇନଥାଏ
କାହା ଆଖିରୁ ଲୁହ ବିନା କାରଣରେ ଝରିନଥାଏ
ହୃଦୟ ଭାଙ୍ଗିବା ଆଉ ଆଖିରୁ ଲୁହ ଝରିବା ପଛରେ
ସବୁବେଳେ ନିଜର ଲୋକର ହାତ ଥାଏ |

Previous page 1 2 3 4 5 6 7 8 9 10Next page
Show More

Related Articles

Leave a Reply

Your email address will not be published. Required fields are marked *