Odia Sad Shayari

Best 100+Odia Sad Shayari

Odia Sad Shayari

Odia Sad Shayari athi akhiru luha jahapain jhare

ଏଠି ଆଖିରୁ ଲୁହ ଯାହା ପାଇଁ ଝରେ
ସେହି ଲୋକ ଜାଣି ବି ଅଜଣା ହୁଏ |

Odia Sad Shayari khusi kichhi samaya pain asithae

ଖୁସି କିଛି ସମୟ ପାଇଁ ଆସିଥାଏ ଆଉ ଖୁବ ଶୀଘ୍ର ଚାଲିଯାଏ
କିନ୍ତୁ ଦୁଃଖ ବହୁତ ସମୟ ଧରି ରହିଥାଏ
ଆଉ ଯେତିକି ସମୟ ରହିଥାଏ କିଛି ଶିକ୍ଷା ଦେଇଯାଏ |

Odia Sad Shayari kahaku hasala kariba ki paijiba

କାହାକୁ ହାସଲ କରିବା କି ପାଇଯିବା କୁ କେବଳ ପ୍ରେମ କୁହାଯାଇନଥାଏ
ପ୍ରକୃତ ପ୍ରେମ ତାକୁକୁହାଯାଏ ଯେଉଁଠି ପାଇବାର କି ହାସଲ କରିବାର ଆଶା ନଥାଏ
ତଥାପି ଭଲପାଇବା ସେମିତି ଥାଏ |

Odia Sad Shayari kahaku nabujhi taku

କାହାକୁ ନ ବୁଝି ତାକୁ ନିଜର କରନ୍ତୁ ନାହିଁ
ଆଉ ଯାହାକୁ ବୁଝିଛନ୍ତି ତାକୁ କେବେ ଦୂରେଇ ଦିଅନ୍ତୁ ନାହିଁ |

Odia Shayari image

Odia Sad Shayari mu tate se paryanta bhalapauthibi

ମୁଁ ତତେ ସେପର୍ଯ୍ୟନ୍ତ ଭଲପାଉଥିବି ଯେ ପର୍ଯ୍ୟନ୍ତ ମୋ ନିଶ୍ୱାସ ଚାଲୁଥିବ
ଆଉ ଯୋଉଦିନ ଭୁଲିଯିବି ଭାବିବୁ ମୋ ନିଶ୍ୱାସ ମୋ ସାଥ ଛାଡିଦେଲା |

Odia Sad Shayari mana jhure boli tumaku

ମନ ଝୁରେ ବୋଲି ତୁମକୁ ମୋ ଆଖିରୁ ଲୁହ ଝରିଯାଏ
ତୁମ ବିରହରେ ତୁମ ସବୁ ବୁଝି ଅବୁଝା ହୁଅ ଆଉ ଜଲୋ ମତେ ପ୍ରତି ମୁହୂର୍ତ୍ତ ରେ |

Odia Sad Shayari mu nuhe mo samparkara mulya

ମୁଁ ନୁହେଁ ମୋ ସମ୍ପର୍କ ର ମୂଲ୍ୟ ସମୟ କହିବ
ତୋ ପାଇଁ ମୁଁ କଣ ଥିଲି ତତେ ନେଇ ମୁଁ କଣ ଭାବୁଥିଲି |

Odia Sad Shayari prema hebapin gotia muhurta lagithae

ପ୍ରେମ ହେବାପାଇଁ ଗୋଟିଏ ମୁହୂର୍ତ୍ତ ଲାଗିଥାଏ
କିନ୍ତୁ ପ୍ରେମ ର ଶୃତି କୁ ଭୁଲିବା ପାଇଁ ସାରାଜୀବନ ଲାଗିଯାଏ |

Odia Sad Shayari gotia manishaku barambara aghata dele

ଗୋଟିଏ ଭଲ ମଣିଷକୁ ବାରମ୍ବାର ଆଘାତ ଦେଲେ
ସେ ତାର ପ୍ରତିବାଦ କରିନଥାଏ
କିନ୍ତୁ ଚୁପ ଚାପ ଅନ୍ୟ ଜଣଙ୍କ ଜୀବନରୁ ଦୂରେଇଯାଇ |

Odia Shayari New

Odia Shayari New manisha ketebi dhana sampatira adhikari

ମଣିଷ କେତେବି ଧାନସମ୍ପତ୍ତିର ଅଧିକାରୀ ହେଉ ନା କାହିଁକି
ଟିକିଏ ନିଜର ପଣ ଆଉ ଭଲପାଇବାର ଆଶା ପାଇଁ
ସବୁବେଳେ ଦୁଃଖ କଷ୍ଟ ସାଉଁଟିଥାଏ |

Odia Shayari New biswas karithiba lokati tharu

ବିଶ୍ୱାସ କରିଥିବା ଲୋକଟି ଠାରୁ ବିଶ୍ୱାସ ଭାଙ୍ଗିଥିବା ଲୋକଟି
ସବୁବେଳେ ବୋକା ବୋଲି ଗଣାହୁଏ |

Odia Shayari New khusi rahibapain manisha bhitare

ଖୁସିରହିବାପାଇଁ ମଣିଷ ଭିତରେ ଏହି ଦୁଇଟି ଜିନିଷ ରହିବା ବହୁତ ଜରୁରୀ
1.ସହିବା ର ଓ ଶୁଣିବାର ଶକ୍ତି 2. ବୁଝିବା ଆଉ ବୁଝେଇବାର ଶକ୍ତି

Odia Shayari New samparkaku samaya dia

ସମ୍ପର୍କକୁ ସମୟ ଦିଅ ନାଇତ ଏଠି ଟିକିଏ ଡେରି ହେଲେ
ଲୋକେ ନୂଆ ଲୋକ ଖୋଜିନିଅନ୍ତି |

Odia Sad Shayari Photo Download

Odia Sad Shayari Photo Download sehi premara kebe anta hoinathae

ସେହି ପ୍ରେମର କେବେ ଅନ୍ତ ହୋଇନଥାଏ
ଯେଉଁଠି ଦୁଇ ଦେହ ଆଉ ଗୋଟେ ପ୍ରାଣ ହୋଇଥାଏ |

Odia Sad Shayari Photo Download jia tumaku hrudayaru care kare

ମୁଁ ସିନା ଅଛି ଦୂରରେ ହେଲେ ମୋ ହୃଦୟ ଅଛି ସବୁବେଳେ ତୁମ ପାଖରେ
ସେଥିପାଇଁ ଏ ଅବୁଝା ମନ ଝୁରେ ତୁମକୁ ପ୍ରତିମୁହୂର୍ତ୍ତରେ |

Od ia Sad Shayari Photo Download goteb jhia ta manara katha taku kuhe

ଗୋଟେ ଝିଅ ତା ମନର କଥା ତାକୁ କୁହେ
ଯାହାକୁ ସିଏ ତା ଠାରୁ ଅଧିକ ଭରଷା କରେ |

Odia Sad Shayari Photo Download samparkare atitara kichhi prusta

ସମ୍ପର୍କରେ ଅତୀତର କିଛି ପୃଷ୍ଠା ନ ଓଲଟାଇବା ଭଲ
କାହିଁକିନା ଏଥିରେ ଏମିତି କିଛି କଥା ଥାଏ ଯାହା ସମ୍ପର୍କ କୁ ଭାଙ୍ଗିଦିଏ |

Odia Sad Shayari Photo Download manisha sehi samayare sampurna

ମଣିଷ ସେହିସମୟରେ ସମ୍ପୂର୍ଣ ଦୁର୍ବଳ ହୋଇଯାଏ
ଯେବେ ନିଜର ଲୋକାଟିର ଛଳନା ଜାଣିଯାଏ |

Previous page 1 2 3 4 5 6 7 8 9 10Next page
Show More

Related Articles

Leave a Reply

Your email address will not be published. Required fields are marked *