Best 100+Odia Sad Shayari

Odia Sad Shayari Photo

ଜୀବନରେ ସମ୍ମାନ ଆଉ ଭଲପାଇବା ଏମିତି ଏକ ସମ୍ପତ୍ତି
ଆପଣ ଯେତେ ବାଣ୍ଟିବେ ତାହା ସୁଦ୍ଧା ସହ ଆପଣଙ୍କ ପାଖକୁ ଫେରିବ |

ଛୋଟ ହେଉ ବା ବଡ଼ ଧନୀ ହେଉ ବା ଗରିବ
ଅପୂରଣୀୟ ସ୍ୱପ୍ନ ଆଉ ଆଶା କଷ୍ଟ ଯନ୍ତ୍ରଣା ସଭିଙ୍କୁ ହୋଇଥାଏ |

ମୁଁ ଜାଣିନି ତୋ ଜୀବନରେ କେଉଁ ମୁହୂର୍ତ୍ତ ଟି ମୋ ପାଇଁ
କେବଳ ଏତିକି ଜାଣିଛି ମୋ ଜୀବନର ପ୍ରତିଟି ମୁହୂର୍ତ୍ତ କେବଳ ତୋରି ପାଇଁ |

କିଛି କଥା ରାଗରେ କହିଥିଲେ ମଧ୍ୟ
ସେହି କଥାରେ ଭଲପାଇବା ଲୁଚି ରହିଥାଏ |

ବାରମ୍ବାର କ୍ଷମା କରିଦେବା ସହଜ ହୋଇଥାଏ
କିନ୍ତୁ ବାରମ୍ବାର ବିଶ୍ୱାସ ଆଉ ହୋଇନଥାଏ |
Odia Sad Shayari 2021

ଭଲପାଇବା ତ ଏମିତି ହେବା ଉଚିତ୍ ଯେମିତି ଜଣକୁ କଷ୍ଟ ହେଲେ
ଆଉଜଣଙ୍କ ଆଖିରୁ ଲୁହ ଝରିଯିବ |

କାହାର ରାଗକୁ କେବେ ଘୃଣା କରନାହିଁ
କାରଣ ତୁମ ଉପରେ ସିଏ ରାଗେ
ଯିଏ କେବଳ ତୁମ ପାଇଁ ଚିନ୍ତା କରେ |

ଏକୁଟିଆ ବସି କାନ୍ଦିବାରେ ଟିକେ ଅଲଗା ଖୁସି ମିଳେ
କାରଣ ଆମେ ନିଜେ ନିଜକୁ ପ୍ରଶ୍ନ କରିପାରିବ
ଆଉ ନିଜେହିଁ ଉତ୍ତର ଦେଇପାରିବା |

ତୁ ମତେ ହରେଇଦେଲୁ ଆଉ କିଏ ନିଜର କରିନେଲା ,
ତୁ ମତେ ମାରିବାକୁ ଛାଡ଼ିଦେଲୁ ହେଲେ ଆଉ କିଏ ମତେ ତା ଜୀବନ କରିନେଲା ,
ତୁ ମତେ ନେଇ ଖୁସିନଥିଲୁ ଆଉ କିଏ ମୋ ଦୁଃଖକୁ ତା ଖୁସି କରିନେଲା |

ମନ ଏମିତି ଏକ ମାଟିର ସିଲଟ ଟିଏ ଯାହାକୁ ଥରେ ଭାଙ୍ଗିଲେ
ବିଶ୍ୱାସ ଅଠା ଆଉ ଥରେତାକୁ ଯୋଡ଼ିପାରିନି |