Odia Sad Shayari

Best 100+Odia Sad Shayari

Odia Sad Shayari Photo

Odia Sad Shayari Photo jibanare sanmmana au bhalapaiba

ଜୀବନରେ ସମ୍ମାନ ଆଉ ଭଲପାଇବା ଏମିତି ଏକ ସମ୍ପତ୍ତି
ଆପଣ ଯେତେ ବାଣ୍ଟିବେ ତାହା ସୁଦ୍ଧା ସହ ଆପଣଙ୍କ ପାଖକୁ ଫେରିବ |

Odia Sad Shayari Photo chhota heu ba bada

ଛୋଟ ହେଉ ବା ବଡ଼ ଧନୀ ହେଉ ବା ଗରିବ
ଅପୂରଣୀୟ ସ୍ୱପ୍ନ ଆଉ ଆଶା କଷ୍ଟ ଯନ୍ତ୍ରଣା ସଭିଙ୍କୁ ହୋଇଥାଏ |

Odia Sad Shayari Photo mu janini  to jibanare

ମୁଁ ଜାଣିନି ତୋ ଜୀବନରେ କେଉଁ ମୁହୂର୍ତ୍ତ ଟି ମୋ ପାଇଁ
କେବଳ ଏତିକି ଜାଣିଛି ମୋ ଜୀବନର ପ୍ରତିଟି ମୁହୂର୍ତ୍ତ କେବଳ ତୋରି ପାଇଁ |

Odia Sad Shayari Photo kichhi katha ragare kahithile

କିଛି କଥା ରାଗରେ କହିଥିଲେ ମଧ୍ୟ
ସେହି କଥାରେ ଭଲପାଇବା ଲୁଚି ରହିଥାଏ |

Odia Sad Shayari Photo barambara khyama karideba sahaja

ବାରମ୍ବାର କ୍ଷମା କରିଦେବା ସହଜ ହୋଇଥାଏ
କିନ୍ତୁ ବାରମ୍ବାର ବିଶ୍ୱାସ ଆଉ ହୋଇନଥାଏ |

Odia Sad Shayari 2021

Odia Sad Shayari 2021 bhalapaiba ta amiti heba uchit

ଭଲପାଇବା ତ ଏମିତି ହେବା ଉଚିତ୍ ଯେମିତି ଜଣକୁ କଷ୍ଟ ହେଲେ
ଆଉଜଣଙ୍କ ଆଖିରୁ ଲୁହ ଝରିଯିବ |

Odia Sad Shayari 2021 kahara ragaku kebe ghruna karanahi

କାହାର ରାଗକୁ କେବେ ଘୃଣା କରନାହିଁ
କାରଣ ତୁମ ଉପରେ ସିଏ ରାଗେ
ଯିଏ କେବଳ ତୁମ ପାଇଁ ଚିନ୍ତା କରେ |

Odia Sad Shayari 2021 akutia basi kandibare tike alaga husimile

ଏକୁଟିଆ ବସି କାନ୍ଦିବାରେ ଟିକେ ଅଲଗା ଖୁସି ମିଳେ
କାରଣ ଆମେ ନିଜେ ନିଜକୁ ପ୍ରଶ୍ନ କରିପାରିବ
ଆଉ ନିଜେହିଁ ଉତ୍ତର ଦେଇପାରିବା |

Odia Sad Shayari 2021 tu mate harei delu

ତୁ ମତେ ହରେଇଦେଲୁ ଆଉ କିଏ ନିଜର କରିନେଲା ,
ତୁ ମତେ ମାରିବାକୁ ଛାଡ଼ିଦେଲୁ ହେଲେ ଆଉ କିଏ ମତେ ତା ଜୀବନ କରିନେଲା ,
ତୁ ମତେ ନେଇ ଖୁସିନଥିଲୁ ଆଉ କିଏ ମୋ ଦୁଃଖକୁ ତା ଖୁସି କରିନେଲା |

Odia Sad Shayari 2021 mana amiti aka matira silata

ମନ ଏମିତି ଏକ ମାଟିର ସିଲଟ ଟିଏ ଯାହାକୁ ଥରେ ଭାଙ୍ଗିଲେ
ବିଶ୍ୱାସ ଅଠା ଆଉ ଥରେତାକୁ ଯୋଡ଼ିପାରିନି |

Previous page 1 2 3 4 5 6 7 8 9 10Next page
Show More

Related Articles

Leave a Reply

Your email address will not be published. Required fields are marked *