Odia Sad Shayari

Best 100+Odia Sad Shayari

Odia Sad Shayari For Bf

Odia Sad Shayari For Bf kichhi loka amiti bi achhanti

କିଛି ଲୋକ ଏମିତି ବି ଅଛନ୍ତି
ଯିଏ କେବଳ ସାମ୍ନାରେ ଆମର ହେବାର ଅଭିନୟ କରନ୍ତି |

Odia Sad Shayari For Bf jibana gote jinisha

ଜୀବନ ଗୋଟେ ଜିନିଷ ଶିଖେଇଦିଏ କି
ଆମେ ଜଣକ ପାଇଁ ସବୁବେଳେ ଖାସ ହୋଇରହିନଥାଉ |

Odia Sad Shayari For Bf prakruta prema taku kuhajae

ପ୍ରକୃତ ପ୍ରେମ ତାକୁ କୁହାଯାଏ ଯିଏ ପ୍ରତିଟି ପରିସ୍ଥିତି ରେ
ଜଣେ ଜଣକର ଛାଇ ଭଳି ରହିଥାଏ |

Odia Sad Shayari For Bf sabukatha otha kahipaareni

ସବୁ କଥା ଓଠ କହିପାରେନି କିଛି କଥା ଅନୁଭବ କରିବାକୁ ପଡିଥାଏ
ସବୁକଥା ଲୁହ କହିପାରେନି କିଛିଲୁହ ଆଖୀଭିତରେ ସମାଧି ନେଇଯାଏ |

Odia Sad Shayari For Bf nija upare biswas o bharasha kariba sikhijao

ନିଜ ଉପରେ ବିଶ୍ୱାସ ଓ ଭରଷା କରିବା ଶିଖିଯାଅ
ଦୁନିଆରେ ଧୁନିରେ ଆପଣଙ୍କୁ କେତେବି ଲୋକ ସହର ଦେବାପାଇଁ ଥାନ୍ତୁ ନା କାହିଁକି
ସମୟ ଆସିଲେ ସବୁ ଦୂରେଇଯାନ୍ତି |

Previous page 1 2 3 4 5 6 7 8 9 10Next page
Show More

Related Articles

Leave a Reply

Your email address will not be published. Required fields are marked *