Odia Sad Shayari

Best 100+Odia Sad Shayari

Love And Sad Shayari Odia

Odia Sad Shayari premare jadi kahaku kichhi upahara

ପ୍ରେମରେ ଯଦି କାହାକୁ କିଛି ଉପହାର ଦେବାକୁ ଚାଁହୁଛ
ତେବେ ତାକୁ ନିସ୍ଵାର୍ଥପର ଭଲପାଇବା ଆଉ ସ୍ୱାଧୀନତା ଦିଅ
ଏହା ଠାରୁ ବଳି ଉପହାର ଆଉ କିଛି ନାହିଁ |

Odia Sad Shayari jia tumaku biswasa karuchhi

ଯିଏ ତୁମକୁ ବିଶ୍ୱାସ କରୁଛି ସେ କେବେ ତୁମଠୁ ପ୍ରମାଣ ଖୋଜିବନି
ଆଉ ଯିଏ ତୁମକୁ ଅବିଶ୍ୱାସ କରୁଛି
ଟାକୁ ହଜାରେ ପ୍ରମାଣ ଦେଲେ ବି ତାକୁ କିଛି ଫରକ ପଡ଼ିବନି |

Odia Sad Shayari manisha jibana jiba pain

ମଣିଷର ଜୀବନ ଯିବାପାଇଁ ତ ଗୋଟିଏ ମୁହୂର୍ତ୍ତ ଲାଗିଥାଏ
କିନ୍ତୁ ନିଜ ଲୋକଙ୍କ ଠାରୁ ଧୋକା ଓ ପ୍ରେମରେ ପ୍ରତାରଣା ପାଇବା ପରେ
ମଣିଷ ପ୍ରତି ମୁହୂର୍ତ୍ତ ରେ ଛଟପଟ ହୋଇ ମରିଥାଏ |

Odia Sad Shayari sathi sabdara artha

”ସାଥି” ଶବ୍ଦର ଅର୍ଥ ତ ସମସ୍ତେ ଜାଣିଥାନ୍ତି
କିନ୍ତୁ ଗୋଟିଏ ସ୍ଥିର କର୍ତବ୍ୟ ବହୁତ କାମ ଲୋକ ତୁଲାଇଥାନ୍ତି |

Odia Sad Shayari dureibaku canhuthiba manisha

ଦୂରେଇବାକୁ ଚାଁହୁଥିବା ମଣିଷ ସବୁବେଳେ ଗୋଟିଏ କାରଣ ଖୋଜୁଥାଏ
ଆଉ ସାଥିରେ ରହିବାକୁ ଚାଁହୁଥିବା ମଣିଷ ଆଗରେ ହଜାରେ କାରଣ ବି ଫିକା ପଡ଼ିଯାଏ |

Odia New Shayari

Love And Sad Shayari Odia bagichare fula

ବଗିଚାରେ ଫୁଲ ଆଉ ପରିବାରେ ଝିଅ ନଥିଲେ
ଦୁଇଟିଯାକ ଅଧୁରା ଆଉ ଅସୁନ୍ଦର ଦେଖାଯାଏ |

Love And Sad Shayari Odia bhangijaethiba samparka au

ଭାଙ୍ଗିଯାଇଥିବା ସମ୍ପର୍କ ଆଉ ପୋଡ଼ିଯାଇଥିବା ସମ୍ପର୍କ ମଧ୍ୟରେ କୌଣସି ଫରକ ନଥାଏ
ଏ ଦୁଇଟିକୁ ଯେତେ ସଜାଡ଼ିବାକୁ ଚେଷ୍ଟା କଲେ ମଧ୍ୟ ଏଥିରେ ମଧୁରତା ଫେରିଆସିନଥାଏ |

Love And Sad Shayari Odia jebe jaetume samasyaku dari dari

ଯେବେ ଯାଏ ତୁମେ ସମସ୍ୟାକୁ ଡରି ଡରି ବଞ୍ଚୁଥିବ
ତେବେ ମନେରଖ ତୁମ ଜୀବନର ହସ ଖୁସି ଆଉ କିଏ ଲୁଟୁଥିବ |

Love And Sad Shayari Odia jenu manishara pakhe aka chalibara

ଯେଉଁ ମଣିଷର ପାଖେ ଏକା ଚାଲିବାର ସାହସ ଓ ସାମର୍ଥ୍ୟତା ଥାଏ
ଦିନେ ତା ପଛେ ପୁରା ଦୁନିଆ ଚାଲିଥାଏ |

Love And Sad Shayari Odia bifalata safalata

ବିଫଳତା ସଫଳତାରେ ସେତେବେଳେ ବଦଳିଯାଏ
ଯେତେବେଳେ ମଣିଷ ସମସ୍ୟା କୁ ସାମ୍ନା କରିବା ଶିଖିଯାଏ |

Previous page 1 2 3 4 5 6 7 8 9 10
Show More

Related Articles

Leave a Reply

Your email address will not be published. Required fields are marked *