Best 100+Odia Sad Shayari

Odia Sad Shayari:-Ajikalira Adhunika Jugare Manisha Srala Au Shaja Bata Apnauchhi ajikalira manishaku bujhiba bahut kadta hoipaduchhi muhare mithakatha kahi manare bisha bharirakhuchhi Kintu Kichhi Sarala Loka Ajira Duniare Sahajare Biswas Karinianti Au Sahajare Dhoka Khaijanti Kichhi Dukha Amiti Thae Jaha Na Kahaku Kahihua Na ShihuaMana Dukha Thile Samaste Ta Pachari Bujhinianti Hele Pachariba loka Kebe Bi Pachari Bujheni.If You Want To Download More Odia Sad Shayari Photos in Odia language then Continuously Visit Our Website By Subscribing The Bell Icon Below.

ଯେବେ ମନ ଦୁଃଖ ଥାଏ ସମସ୍ତେ ପଚାରିନିଅନ୍ତି ମନଟା କାହିଁକି ଦୁଃଖ ଅଛି
କିନ୍ତୁ ସେହି ଲୋକଙ୍କ ପଚାରିନଥାଏ ଯାହା ପାଇଁ ମନ ଦୁଃଖ ଥାଏ|

ନିଜର ଭବିଷ୍ୟତକୁ କେବେ ଭାଗ୍ୟ ଉପରେ ଛାଡ଼ନ୍ତୁ ନାହିଁ
କାହିଁକିନା ଭାଗ୍ୟ ତ ଭଗବାନଙ୍କ ହାତରେ ଥାଏ କିନ୍ତୁ ଭବିଷ୍ୟତ ମଣିଷ ହାତରେ |

ପ୍ରେମ ପାଇଁ କେବେ ସେହି ବନ୍ଧୁକୁ ଭୁଲ ନାହିଁ
ଯିଏ ତୁମକୁ ପ୍ରତିଟି ମହୂର୍ତ୍ତରେ ସାହାଯ୍ୟ କରିଛି ଆଉ ତୁମ ସାହାରା ବନିଛି |

ବେଳେବେଳେ କିଛି ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ କିଛି କଥାକୁ ଅଣଦେଖା କରିବାକୁ ପଡିଥାଏ
କେବେ ମୁକ ହୋଇ ତ ଆଉ କେବେ ଅନ୍ଧ ହୋଇ |

ନିଜ ଲୋକ କେହି ଧୋକା ଦେଲେ ମଣିଷ ପ୍ରକୃତ ମଣିଷକୁ ଚିନ୍ହି ପାରେ |

ନିଜ ସପ୍ନ ପାଇଁ ସେହି ଲୋକଙ୍କୁ ଦୂରେଇ ଦିଅନି
ଯିଏ ସବୁବେଳେ ତୁମ ଭଲଚାହେଁ |
Odia New Shayari

ସବୁବେଳେ ଭରଷା ଗୋଟିଏ ମଣିଷ ଭାଙ୍ଗିଥାଏ
ଆଉ ବିଶ୍ୱାସ ସମସ୍ତଙ୍କ ଉପରୁ ଉଠିଯାଏ |

ତାଙ୍କର ପ୍ରସଂଶା କର ଯିଏ ତୁମକୁ ହୃଦୟରୁ ଚାଁହୁଛି କାହିଁକିନା ଏଠି
ଚେହେରାକୁ ଭଲପାଇବା ଲୋକ ବହୁତ ଅଛନ୍ତି |

ଯିଏ ତୁମର ନୁହେ ସେ ଯେତେ ପାଖରେ ରହିଲେ ମଧ୍ୟ
ଦୂରେଇ ଦୂରେଇ ରହିବ |

ଯିଏ ସତ୍ୟର ରାସ୍ତାକୁ ଆପଣେଇଥାଏ
ସେ ସବୁବେଳେ ଏକା ରହିଯାଏ |

ତୋ କଥା ଓ ସେହି ପୁରୁଣା ଦିନ ମନେପଡିଲେ
ଆଖିରେ ସିନା ଲୁହ ଆସେନି କିନ୍ତୁ ହୃଦୟ କାନ୍ଦି ପକାଏ |