SAD SHAYARISHAYARI

Best 100+Odia Sad Shayari

Odia Sad Shayari:-Ajikalira Adhunika Jugare Manisha Srala Au Shaja Bata Apnauchhi ajikalira manishaku bujhiba bahut kadta hoipaduchhi muhare mithakatha kahi manare bisha bharirakhuchhi Kintu Kichhi Sarala Loka Ajira Duniare Sahajare Biswas Karinianti Au Sahajare Dhoka Khaijanti Kichhi Dukha Amiti Thae Jaha Na Kahaku Kahihua Na ShihuaMana Dukha Thile Samaste Ta Pachari Bujhinianti Hele Pachariba loka Kebe Bi Pachari Bujheni.If You Want To Download More Odia Sad Shayari Photos in Odia language then Continuously Visit Our Website By Subscribing The Bell Icon Below.

sad shayari in odia jebe mana dukha tahae

ଯେବେ ମନ ଦୁଃଖ ଥାଏ ସମସ୍ତେ ପଚାରିନିଅନ୍ତି ମନଟା କାହିଁକି ଦୁଃଖ ଅଛି କିନ୍ତୁ ସେହି ଲୋକଙ୍କ ପଚାରିନଥାଏ ଯାହା ପାଇଁ ମନ ଦୁଃଖ ଥାଏ|

sad shayari in odia nijara bhabisyataku

ନିଜର ଭବିଷ୍ୟତକୁ କେବେ ଭାଗ୍ୟ ଉପରେ ଛାଡ଼ନ୍ତୁ ନାହିଁ କାହିଁକିନା ଭାଗ୍ୟ ତ ଭଗବାନଙ୍କ ହାତରେ ଥାଏ କିନ୍ତୁ ଭବିଷ୍ୟତ ମଣିଷ ହାତରେ |

sad shayari in odia prema pain kebesehi

ପ୍ରେମ ପାଇଁ କେବେ ସେହି ବନ୍ଧୁକୁ ଭୁଲ ନାହିଁ ଯିଏ ତୁମକୁ ପ୍ରତିଟି ମହୂର୍ତ୍ତରେ ସାହାଯ୍ୟ କରିଛି ଆଉ ତୁମ ସାହାରା ବନିଛି |

sad shayari in odia belebele Kichhi Samparkaku

ବେଳେବେଳେ କିଛି ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ କିଛି କଥାକୁ ଅଣଦେଖା କରିବାକୁ ପଡିଥାଏ କେବେ ମୁକ ହୋଇ ତ ଆଉ କେବେ ଅନ୍ଧ ହୋଇ |

sad shayari in odia nijara loka kehi dhoka dele

ନିଜ ଲୋକ କେହି ଧୋକା ଦେଲେ ମଣିଷ ପ୍ରକୃତ ମଣିଷକୁ ଚିନ୍ହି ପାରେ |

sad shayari in odia nijara sopna pain

ନିଜ ସପ୍ନ ପାଇଁ ସେହି ଲୋକଙ୍କୁ ଦୂରେଇଦିଅନି ଯିଏ ସବୁବେଳେ ତୁମ ଭଲଚାହେଁ |

Odia New Shayari

Odia New Shayari sabubele bharasha gotia manisha bhangithae

ସବୁବେଳେ ଭରଷା ଗୋଟିଏ ମଣିଷ ଭାଙ୍ଗିଥାଏ ଆଉ ବିଶ୍ୱାସ ସମସ୍ତଙ୍କ ଉପରୁ ଉଠିଯାଏ |

Also Read Sad Odia Shayari-Click Here

Odia New Shayari tankara prasansha kara

ତାଙ୍କର ପ୍ରସଂଶା କର ଯିଏ ତୁମକୁ ହୃଦୟରୁ ଚାଁହୁଛି କାହିଁକିନା ଏଠି ଚେହେରାକୁ ଭଲପାଇବା ଲୋକ ବହୁତ ଅଛନ୍ତି |

Odia New Shayari jia tumara nuhe

ଯିଏ ତୁମର ନୁହେ ସେ ଯେତେ ପାଖରେ ରହିଲେ ମଧ୍ୟ ଦୂରେଇ ଦୂରେଇ ରହିବ |

Odia New Shayari jia satyara rastaku apaneithae

ଯିଏ ସତ୍ୟର ରାସ୍ତାକୁ ଆପଣେଇଥାଏ ସେ ସବୁବେଳେ ଏକା ରହିଯାଏ |

Odia New Shayari to katha o sehi puruna dina

ତୋ କଥା ଓ ସେହି ପୁରୁଣା ଦିନ ମନେପଡିଲେ ଆଖିରେ ସିନା ଲୁହ ଆସେନି କିନ୍ତୁ ହୃଦୟ କାନ୍ଦି ପକାଏ |

Odia Sad Shayari For Bf

Odia Sad Shayari For Bf kichhi loka amiti bi achhanti

କିଛି ଲୋକ ଏମିତି ବି ଅଛନ୍ତି ଯିଏ କେବଳ ସାମ୍ନାରେ ଆମର ହେବାର ଅଭିନୟ କରନ୍ତି |

Odia Sad Shayari For Bf jibana gote jinisha

ଜୀବନ ଗୋଟେ ଜିନିଷ ଶିଖେଇଦିଏ କି ଆମେ ଜଣକ ପାଇଁ ସବୁବେଳେ ଖାସ ହୋଇରହିନଥାଉ |

Odia Sad Shayari For Bf prakruta prema taku kuhajae

ପ୍ରକୃତ ପ୍ରେମ ତାକୁ କୁହାଯାଏ ଯିଏ ପ୍ରତିଟି ପରିସ୍ଥିତି ରେ ଜଣେ ଜଣକର ଛାଇ ଭଳି ରହିଥାଏ |

Odia Sad Shayari For Bf sabukatha otha kahipaareni

ସବୁ କଥା ଓଠ କହିପାରେନି କିଛି କଥା ଅନୁଭବ କରିବାକୁ ପଡିଥାଏ ସବୁକଥା ଲୁହ କହିପାରେନି କିଛିଲୁହ ଆଖୀଭିତରେ ସମାଧି ନେଇଯାଏ |

Odia Sad Shayari For Bf nija upare biswas o bharasha kariba sikhijao

ନିଜ ଉପରେ ବିଶ୍ୱାସ ଓ ଭରଷା କରିବା ଶିଖିଯାଅ ଦୁନିଆରେ ଧୁନିରେ ଆପଣଙ୍କୁ କେତେବି ଲୋକ ସହର ଦେବାପାଇଁ ଥାନ୍ତୁ ନା କାହିଁକି ସମୟ ଆସିଲେ ସବୁ ଦୂରେଇଯାନ୍ତି |

Odia Sad Shayari Photo

Odia Sad Shayari Photo jibanare sanmmana au bhalapaiba

ଜୀବନରେ ସମ୍ମାନ ଆଉ ଭଲପାଇବା ଏମିତି ଏକ ସମ୍ପତ୍ତି ଆପଣ ଯେତେ ବାଣ୍ଟିବେ ତାହା ସୁଦ୍ଧା ସହ ଆପଣଙ୍କ ପାଖକୁ ଫେରିବ |

Odia Sad Shayari Photo chhota heu ba bada

ଛୋଟ ହେଉ ବା ବଡ଼ ଧନୀ ହେଉ ବା ଗରିବ ଅପୂରଣୀୟ ସ୍ୱପ୍ନ ଆଉ ଆଶା କଷ୍ଟ ଯନ୍ତ୍ରଣା ସଭିଙ୍କୁ ହୋଇଥାଏ |

Odia Sad Shayari Photo mu janini to jibanare

ମୁଁ  ଜାଣିନି ତୋ ଜୀବନରେ କେଉଁ ମୁହୂର୍ତ୍ତ ଟି ମୋ ପାଇଁ କେବଳ ଏତିକି ଜାଣିଛି ମୋ ଜୀବନର ପ୍ରତିଟି ମୁହୂର୍ତ୍ତ କେବଳ ତୋରି ପାଇଁ |

Odia Sad Shayari Photo kichhi katha ragare kahithile

କିଛି କଥା ରାଗରେ କହିଥିଲେ ମଧ୍ୟ ସେହି କଥାରେ ଭଲପାଇବା ଲୁଚି ରହିଥାଏ |

Odia Sad Shayari Photo barambara khyama karideba sahaja

ବାରମ୍ବାର କ୍ଷମା କରିଦେବା ସହଜ ହୋଇଥାଏ କିନ୍ତୁ ବାରମ୍ବାର ବିଶ୍ୱାସ ଆଉ ହୋଇନଥାଏ |

Odia Sad Shayari 2021

Odia Sad Shayari 2021 bhalapaiba ta amiti heba uchit

ଭଲପାଇବା ତ ଏମିତି ହେବା ଉଚିତ୍ ଯେମିତି ଜଣକୁ କଷ୍ଟ ହେଲେ ଆଉଜଣଙ୍କ ଆଖିରୁ ଲୁହ ଝରିଯିବ |

Odia Sad Shayari 2021 kahara ragaku kebe ghruna karanahi

କାହାର ରାଗକୁ କେବେ ଘୃଣା କରନାହିଁ କାରଣ ତୁମ ଉପରେ ସିଏ ରାଗେ ଯିଏ କେବଳ ତୁମ ପାଇଁ ଚିନ୍ତା କରେ |

Odia Sad Shayari 2021 akutia basi kandibare tike alaga husimile

ଏକୁଟିଆ ବସି କାନ୍ଦିବାରେ ଟିକେ ଅଲଗା ଖୁସି ମିଳେ କାରଣ ଆମେ ନିଜେ ନିଜକୁ ପ୍ରଶ୍ନ କରିପାରିବ ଆଉ ନିଜେହିଁ ଉତ୍ତର ଦେଇପାରିବା |

Odia Sad Shayari 2021 tu mate harei delu

ତୁ ମତେ ହରେଇଦେଲୁ ଆଉ କିଏ ନିଜର କରିନେଲା ,ତୁ ମତେ ମାରିବାକୁ ଛାଡ଼ିଦେଲୁ ହେଲେ ଆଉ କିଏ ମତେ ତା ଜୀବନ କରିନେଲା ,ତୁ ମତେ ନେଇ ଖୁସିନଥିଲୁ ଆଉ କିଏ ମୋ ଦୁଃଖକୁ ତା ଖୁସି କରିନେଲା |

Odia Sad Shayari 2021 mana amiti aka matira silata

ମନ ଏମିତି ଏକ ମାଟିର ସିଲଟ ଟିଏ ଯାହାକୁ ଥରେ ଭାଙ୍ଗିଲେ ବିଶ୍ୱାସ ଅଠା ଆଉ ଥରେତାକୁ  ଯୋଡ଼ିପାରିନି |

Odia Sad Shayari

Odia Sad Shayari athi akhiru luha jahapain jhare

ଏଠି ଆଖିରୁ ଲୁହ ଯାହା ପାଇଁ ଝରେ ସେହି ଲୋକ ଜାଣି ବି ଅଜଣା ହୁଏ |

Odia Sad Shayari khusi kichhi samaya pain asithae

ଖୁସି କିଛି ସମୟ ପାଇଁ ଆସିଥାଏ ଆଉ ଖୁବ ଶୀଘ୍ର ଚାଲିଯାଏ କିନ୍ତୁ ଦୁଃଖ ବହୁତ ସମୟ ଧରି ରହିଥାଏ ଆଉ ଯେତିକି ସମୟ ରହିଥାଏ କିଛି ଶିକ୍ଷା ଦେଇଯାଏ |

Odia Sad Shayari kahaku hasala kariba ki paijiba

କାହାକୁ ହାସଲ କରିବା କି ପାଇଯିବା କୁ କେବଳ ପ୍ରେମକୁହାଯାଇନଥାଏ ପ୍ରକୃତ ପ୍ରେମ ତାକୁକୁହାଯାଏ ଯେଉଁଠି ପାଇବାର କି ହାସଲ କରିବାର ଆଶା ନଥାଏ ତଥାପି ଭଲପାଇବା ସେମିତି ଥାଏ |

Odia Sad Shayari kahaku nabujhi taku

କାହାକୁ ନ ବୁଝି ତାକୁ ନିଜର କରନ୍ତୁ ନାହିଁ ଆଉ ଯାହାକୁ ବୁଝିଛନ୍ତି ତାକୁ କେବେ ଦୂରେଇ ଦିଅନ୍ତୁ ନାହିଁ |

Odia Shayari image

Odia Sad Shayari mu tate se paryanta bhalapauthibi

ମୁଁ ତତେ ସେପର୍ଯ୍ୟନ୍ତ ଭଲପାଉଥିବି ଯେ ପର୍ଯ୍ୟନ୍ତ ମୋ ନିଶ୍ୱାସ ଚାଲୁଥିବ ଆଉ ଯୋଉଦିନ ଭୁଲିଯିବି ଭାବିବୁ ମୋ ନିଶ୍ୱାସ ମୋ ସାଥ ଛାଡିଦେଲା |

Odia Sad Shayari mana jhure boli tumaku

ମନ ଝୁରେ ବୋଲି ତୁମକୁ ମୋ ଆଖିରୁ ଲୁହ ଝରିଯାଏ ତୁମ ବିରହରେ ତୁମ ସବୁ ବୁଝି ଅବୁଝା ହୁଅ ଆଉ ଜଲୋ ମତେ ପ୍ରତି ମୁହୂର୍ତ୍ତ ରେ |

Odia Sad Shayari mu nuhe mo samparkara mulya

ମୁଁ ନୁହେଁ ମୋ ସମ୍ପର୍କ ର ମୂଲ୍ୟ ସମୟ କହିବ ତୋ ପାଇଁ ମୁଁ କଣ ଥିଲି ତତେ ନେଇ ମୁଁ କଣ ଭାବୁଥିଲି |

Odia Sad Shayari prema hebapin gotia muhurta lagithae

ପ୍ରେମ ହେବାପାଇଁ ଗୋଟିଏ ମୁହୂର୍ତ୍ତ ଲାଗିଥାଏ କିନ୍ତୁ ପ୍ରେମ ର ଶୃତି କୁ ଭୁଲିବା ପାଇଁ ସାରାଜୀବନ ଲାଗିଯାଏ |

Odia Sad Shayari gotia manishaku barambara aghata dele

ଗୋଟିଏ ଭଲ ମଣିଷକୁ ବାରମ୍ବାର ଆଘାତ ଦେଲେ ସେ ତାର ପ୍ରତିବାଦ କରିନଥାଏ କିନ୍ତୁ ଚୁପ ଚାପ ଅନ୍ୟ ଜଣଙ୍କ ଜୀବନରୁ ଦୂରେଇଯାଇ |

Odia Shayari New

Odia Shayari New manisha ketebi dhana sampatira adhikari

ମଣିଷ କେତେବି ଧାନସମ୍ପତ୍ତିର ଅଧିକାରୀ ହେଉ ନା କାହିଁକି ଟିକିଏ ନିଜର ପଣ ଆଉ ଭଲପାଇବାର ଆଶା ପାଇଁ ସବୁବେଳେ ଦୁଃଖ କଷ୍ଟ ସାଉଁଟିଥାଏ |

Odia Shayari New biswas karithiba lokati tharu

ବିଶ୍ୱାସ କରିଥିବା ଲୋକଟି ଠାରୁ ବିଶ୍ୱାସ ଭାଙ୍ଗିଥିବା ଲୋକଟି ସବୁବେଳେ ବୋକା ବୋଲି ଗଣାହୁଏ |

Odia Shayari New khusi rahibapain manisha bhitare

ଖୁସିରହିବାପାଇଁ ମଣିଷ ଭିତରେ ଏହି ଦୁଇଟି ଜିନିଷ ରହିବା ବହୁତ ଜରୁରୀ 1.ସହିବା ର ଓ ଶୁଣିବାର ଶକ୍ତି 2. ବୁଝିବା ଆଉ ବୁଝେଇବାର ଶକ୍ତି

Odia Shayari New samparkaku samaya dia

ସମ୍ପର୍କକୁ ସମୟ ଦିଅ ନାଇତ ଏଠି ଟିକିଏ ଡେରି ହେଲେ ଲୋକେ ନୂଆ ଲୋକ ଖୋଜିନିଅନ୍ତି |

Odia Sad Shayari Photo Download

Odia Sad Shayari Photo Download sehi premara kebe anta hoinathae

ସେହି ପ୍ରେମର କେବେ ଅନ୍ତ ହୋଇନଥାଏ ଯେଉଁଠି  ଦୁଇ ଦେହ ଆଉ ଗୋଟେ ପ୍ରାଣ ହୋଇଥାଏ |

Odia Sad Shayari Photo Download jia tumaku hrudayaru care kare

ମୁଁ ସିନା ଅଛି ଦୂରରେ ହେଲେ ମୋ ହୃଦୟ ଅଛି ସବୁବେଳେ ତୁମପାଖରେ ସେଥିପାଇଁ ଏ ଅବୁଝା ମନ ଝୁରେ ତୁମକୁ ପ୍ରତିମୁହୂର୍ତ୍ତରେ |

Od ia Sad Shayari Photo Download goteb jhia ta manara katha taku kuhe

ଗୋଟେ ଝିଅ ତା ମନର କଥା ତାକୁ କୁହେ ଯାହାକୁ ସିଏ ତା ଠାରୁ ଅଧିକ ଭରଷା କରେ |

Odia Sad Shayari Photo Download samparkare atitara kichhi prusta

ସମ୍ପର୍କରେ ଅତୀତର କିଛି ପୃଷ୍ଠା ନ ଓଲଟାଇବା ଭଲ କାହିଁକିନା ଏଥିରେ ଏମିତି କିଛି କଥା ଥାଏ ଯାହା ସମ୍ପର୍କ କୁ ଭାଙ୍ଗିଦିଏ |

Odia Sad Shayari Photo Download manisha sehi samayare sampurna

ମଣିଷ ସେହିସମୟରେ ସମ୍ପୂର୍ଣ ଦୁର୍ବଳ ହୋଇଯାଏ ଯେବେ ନିଜର ଲୋକାଟିର ଛଳନା ଜାଣିଯାଏ |

Odia Shayari Sad

Odia Shayari Sad mu to sathire rahibaku nuhe

ମୁଁ ତୋ ସାଥିରେ ରହିବାକୁ ନୁହେଁ ବଞ୍ଚିବାକୁ ଚାହେଁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ |

Odia Shayari Sad chehera dekhi gadha jaithiba samparka

ଚେହେରା ଦେଖି ଗଢାଯାଇଥିବା ସମ୍ପର୍କ କିଛିଦିନ ଆଉ ହୃଦୟ ଦେଖି ଗଢାଯାଇଥିବା ସମ୍ପର୍କ ସାରାଜୀବନ |

Odia Shayari Sad apanara lokati jebe

ଆପଣାର ଲୋକଟି ଯେବେ ଏକା କରି ଚାଲିଯାଏ ହୃଦୟ ତ ନିଜକୁ ବୁଝେଇନିଏ ହେଲେ ଆଖିରୁ ଦୁଇଟୋପା ଲୁହ ଝରିଯାଏ |

Odia Shayari Sad apana ketebi chesta karantuna kanhiki

ଆପଣ କେତେବି ଚେଷ୍ଟା କରନ୍ତୁ ନା କାହିଁକି କିଛି ଲୋକ ଆପଣଙ୍କ ଭଲପାଇବା ବୁଝିପାରନ୍ତିନି |

Odia Shayari Sad akhire ta luha seimane dianti

ଆଖିରେ ତ ଲୁହ ସେଇମାନେ ଦିଅନ୍ତି ଯାହାକୁ ହୃଦୟ ନିଜର କୁହେ |

Odia Shayari Status

Odia Shayari Status dunia thokara marithae

ଦୁନିଆ ଠୋକର ମରିଥାଏ ସମୟ ଓ ପରିସ୍ଥିତି ମଣିଷର ପରୀକ୍ଷା ନେଇଥାଏ କିନ୍ତୁ ସଫଳତା କେବଳ ସେହି ଲୋକକୁ ମିଳିଥାଏ ଯାହା ପାଖେ ଏ ଦୁଇଟି ଜିନିଷ କୁ ସାମ୍ନା କରିବାର ଶକ୍ତି ଥାଏ |

Odia Shayari Status sehi loka jibanare

ସେହି ଲୋକ ଜୀବନରେ କେବେ ଧୋକା ଖାଇନଥାଏ ଯିଏ ସୁନ୍ଦର ଚେହେରା ଠାରୁ ଅଧିକ ସୁନ୍ଦର ହୃଦୟକୁ ବାଛିଥାଏ |

Odia Shayari Status anubhaba bina prema

ଅନୁଭବ ବିନା ପ୍ରେମ ଆଉ ବିଶ୍ୱାସ ବିନା ସମ୍ପର୍କ କେବେ ସମ୍ଭବ ନୁହେଁ |

Odia Shayari Status kahara khusira karana

କାହାର ଖୁସିର କାରଣ ଵାଣିବାକୁ ଚେଷ୍ଟତା କର ଦୁଃଖ ତ ଦୁନିଆରେ ସମସ୍ତେ ଦେଇ ଜାଣନ୍ତି |

Odia Shayari Status belebele sabu dukha

ବେଳେବେଳେ ସବୁ ଦୁଃଖ କଷ୍ଟକୁ ଲୁଚେଇ ମୁଁ ଭଲ ଅଛି ବୋଲି କହିବାକୁ ପଡିଥାଏ କାହିଁକିନା ଅକୁହା ଦୁଃଖକୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ |

Sad Odia Shayari

Sad Odia Shayari jadi apana kharap samaya dei gatikaruchhanti

ଯଦି ଆପଣ ଖରାପ ସମୟ ଦେଇ ଗତିକରୁଛନ୍ତି ତେବେ ମନେ ରଖନ୍ତୁ ଦୁଃଖକୁ ସାମ୍ନା କରିବେ ତେବେ ଯାଇ ଖୁସି ପାଇବେ |

ପ୍ରେମ ଶବ୍ଦ ଟି ସମସ୍ତେ ଶୁଣିଥାନ୍ତି କିନ୍ତୁ ସମସ୍ତେ ପ୍ରେମକୁ ଦେଖିନଥାନ୍ତି ପ୍ରେମକୁ ଦେଖିବାର ଅଛିତ ମା କୁ ଦେଖନ୍ତୁ |

Sad Odia Shayari akhiru jharuthiba luha

ଆଖିରୁ ଝରୁଥିବା ଲୁହ ଓ ନୀରବତା ପଛରେ ଲୁଚିରହିଥିବା ଦୁଃଖ ବୁଝିପାରୁଥିବା ଭଳି ମଣିଷଟି ଯଦି ଆପଣଙ୍କ ପାଖରେ ଅଛି ତେବେ ବୁଝିନିଅନ୍ତୁ ଆପଣ ହିଁ ଦୁନିଆରେ ଜଣେ ଭାଗ୍ୟବାନ ମଣିଷ |

Sad Odia Shayari sehi lokanku nijara bhabibara

ସେହି ଲୋକକୁ ନିଜର ଭାବିବାରେ କିଛି ମୂଲ୍ୟ ନଥାଏ ଯାହା ମନରେ ଆପଣଙ୍କ ପାଇଁ ନିଜରପଣ ନଥାଏ |

Also Read Odia Shayari-Click Here

Sad Odia Shayari manishara prakruta amiti

ମଣିଷର ପ୍ରକୃତି ଏମିତି ଯେବେ ସ୍ୱାର୍ଥ ସରିଯାଏ ସମ୍ପର୍କ ଭାଙ୍ଗିଦିଏ ଆଉ ଦୂରେଇଯାଏ |

Sad Shayari Odia

Sad Shayari Odia ajira samayare kaha upare

ଆଜିର ସମୟରେ କାହା ଉପରେ ଅଭିମାନ କରିବା ଉଚିତ ନୁହେ କାହିଁକିନା ଲୋକେ ଅଭିମାନ ପଛରେ ଥିବା ଭଲପାଇବା ବୁଝନ୍ତି ନାହିଁ |

Sad Shayari Odia sundar cheheratia khojile

ସୁନ୍ଦର ଚେହେରାଟିଏ ଖୋଜିଲେ ସବୁଯାଗାରେ ମିଳିଯାଏ କିନ୍ତୁ ସୁନ୍ଦର ହୃଦୟଟିଏ ସବୁଯାଗାରେ ମିଳିନଥାଏ |

Sad Shayari Odia manisha kahaku hrudayaru bhalapau ki na pau

ମଣିଷ କାହାକୁ ହୃଦୟରୁ ଭଲପାଉ କି ନ ପାଉ ଯେବେ ପ୍ରେମରେ ଧୋକା ଖାଏ ଘୃଣା ହୃଦୟରୁ ହିଁ  କରିଥାଏ|

Sad Shayari Odia sehi manisha bidaya deba bahuta kasta

ସେହି ମଣିଷକୁ ବିଦାୟ ଦେବା ବହୁତ କଷ୍ଟ ଯାହାକୁ ମଣିଷ ତା ନିଜଠାରୁ ଅଧିକ ଭଲପାଇଥାଏ |

Sad Shayari Odia kahaku hrudaya deba

କାହା ହୃଦୟ କେବେ ବିନା କାରଣରେ ଭାଙ୍ଗଇନଥାଏ କାହା ଆଖିରୁ ଲୁହ ବିନା କାରଣରେ ଝରିନଥାଏ ହୃଦୟ ଭାଙ୍ଗିବା ଆଉ ଆଖିରୁ ଲୁହ ଝରିବା ପଛରେ ସବୁବେଳେ ନିଜର ଲୋକର ହାତ ଥାଏ |

Sad Shayari Odia For Bf

Sad Shayari Odia For Bf jadi kahaku tk bhalapaiba deiparibani

ଯଦି କାହାକୁ ଟିକେ ଭଲପାଇବା ଦେଇପାରିବନି ତେବେ ତାକୁ ଘୃଣା କରିବାର ଧିକାର ବି ତୁମର ନାହିଁ |

ସମୟ କଥା କହିପାରିନଥାଏ ସତ କିନ୍ତୁ ଠକ୍ ସମୟରେ କିଏ ପରା ଆଉ କିଏ ଆପଣାର କହିଦେଇଥାଏ |

Sad Shayari Odia For Bf jenu loka jemiti

ଯେଉଁ ଲୋକ ଯେମିତି ତା ସହ ସେମିତି ବ୍ୟବହାର କରିବା ଉଚିତ କାହିଁକିନା ସରଳ ଲୋକଟି ଏହି ସ୍ୱାର୍ଥ ପରା ଦୁନିଆ ଆଗେ ବଳିପଡିଯାଏ |

Sad Shayari Odia For Bf kahaku kichhi kahiba purbaru

କାହାକୁ କିଛି କହିବା ପୂର୍ବରୁ ଶହେ ଥର ଭାବିବା ଉଚିତ କାହିଁକିନା ମୁହଁରୁ ବାହାରିଯାଇଥିବା କଥା ଆଉ ବହିଯାଇଥିବା ପାଣି କେବେ ଫେରିଆସେନା |

Sad Shayari Odia For Bf marichika pachhare dhae

ମରୀଚିକା ପଛରେ ଧାଇଁ ନିଜର ବହୁମୂଲ୍ୟ ସମୟ ନଷ୍ଟ କରିବା ଅପେକ୍ଷା ବାସ୍ତବତାକୁ ମାନିନେବା ହଜାରେ ଗୁଣରେ ଭଲ |

Shayari Sad Odia

Shayari Sad Odia jibanare tharutia milithae

ଜୀବନ ଥରୁଟିଏ ମିଳିଥାଏ ବାରମ୍ବାର ନୁହଁ ଏହାକୁ ନିଜ ଖୁସି ଆଉ ସ୍ୱାଧିନତାରେ ବଞ୍ଚିଲେ ଜୀବନ ସ୍ୱାଦ ଜାଣିହୁଏ |

Shayari Sad Odia mana kasta hele akutia kandidele

ମନ କଷ୍ଟ ହେଲେ ଏକୁଟିଆ କାନ୍ଦିଦେଲେ ଯେଉଁ ଶାନ୍ତି ମିଳେ ସେ ଶାନ୍ତି କାହା ଆଗେ ନିଜ ଦୁଃଖ କହିଲେ ମିଳିନଥାଏ |

Shayari Sad Odia mo shesha niswas parjyanta

ମୋ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୋ ଆଖିରେ ତୁମ ଛବି ଆଉ ମୋ ଓଠରେ ତୁମ ନାଁ ହିଁ ରହିବ |

Shayari Sad Odia barambara hrudayaku bhangi

ବାରମ୍ବାର ହୃଦୟକୁ ଭାଙ୍ଗି ଭୁଲ୍ ମାଗୁଥିବା ଲୋକକୁ କେବେ ବିଶ୍ୱାସ କରିବା ଉଚିତ ନୁହଁ |

Shayari Sad Odia sehi jagare kebe rahiba uchita nuhe

ସେହି ଜାଗାରେ କେବେ ରହିବ ଉଚିତ ନୁହଁ ଯେଉଁଠି ନିଜର ଅଧିକାର ଆଉ ଚରିତ୍ର କୁ ସମ୍ମାନ ମିଳିନଥାଏ |

Very Sad Shayari Odia

Very Sad Shayari Odia apanara bhabuthiba loka

ଆପଣାର ଭାବୁଥିବା ଲୋକ କେବେ ଦୂରକୁ ଚାଲିଯାଏ ନା ସ୍ୱାର୍ଥ ରଖି ସମ୍ପର୍କ ବାନ୍ଧୁଥିବା ଲୋକ କେବେ ଅଧିକ ଦିନ ସମ୍ପର୍କରେ ରହିପାରେନା |

Very Sad Shayari Odia jadi kehi abhimana karichhi

ଯଦି କେହି ଅଭିମାନ କରିଛି ତାକୁ ଶୀଘ୍ର ମନେଇନେବା ଉଚିତ କାହିଁକିନା ଅଭିମାନ ଯେତେବେଳେ ଅହଂକାରର ରୂପ ନିଅ ସେତେବେଳେ ବର୍ଷ ବର୍ଷ ର ସମ୍ପର୍କ ଭାଙ୍ଗିଯାଏ |

Very Sad Shayari Odia jibanara chalapathare

ଜୀବନର ଚଳପଥରେ ସମ୍ପର୍କଟି ସେତେବେଳେ ଥକିଯାଏ ଯେବେ ହୃଦୟ କାହାକୁ ବିଶ୍ୱାସ କରିବା ବନ୍ଦ କରିଦିଏ |

Very Sad Shayari Odia sabukichhi jinisha samstanku milinathae

ସବୁକିଛି ଜିନିଷ ସମସ୍ତଙ୍କୁ ମିଳିନଥାଏ କେବେ କାହାର ସ୍ୱପ୍ନ ଭାଙ୍ଗିଥାଏ ତ ଆଉ କାହାର ଆଶା |

Very Sad Shayari Odia duniare amiti bahuta samparka bhangijae

ଦୁନିଆରେ ଏମିତି ବହୁତ ସମ୍ପର୍କ ଭାଙ୍ଗିଯାଏ ମୁଁ ଠିକ୍ ଆଉ ତୁ ଭୁଲ୍ ଏମିତି ଅହଂକାର ଭାବନାରେ |

Also Read Very Sad Shayari Odia-Click Here 

Very Sad Shayari Odia ebe manisha premare dhoka khae

ଯେବେ ମଣିଷ ପ୍ରେମରେ ଧୋକା ଖାଏ ଓଠ ନିରବ ରହିଥାଏ କିନ୍ତୁ ହୃଦୟ କାନ୍ଦୁଥାଏ |

Odia Shayari Message

Odia Shayari Message samparka taha nuhe jenuthi

ସମ୍ପର୍କ ତାହା ନୁହେଁ ଯେଉଁଠି କଥା କଥାରେ ସମ୍ପର୍କ ଭାଙ୍ଗିବାର ଡର ଥାଏ ସମ୍ପର୍କ ତ ସିଏ ଯେଉଁଠି ଜଣେ ଋଷିଲେ ଆଉଜଣେ ତାକୁ ମନେଇବା ଜାଣିଥାଏ |

Odia Shayari Message sabu kichhi adhura lage

ସବୁ କିଛି ଅଧୁରା ଲାଗେ ଯେବେ ନିଜ ଲୋକଟିର ଫୋନ କି Message ଆସିନଥାଏ |

Odia Shayari Message kebe sopna bhangijae

କେବେ ସ୍ୱପ୍ନ ଭାଙ୍ଗିଯାଏ ତ କେବେ ରାତି ସରିଯାଏ କେବେ ସମ୍ପର୍କ ଭାଙ୍ଗିଯାଏ ତ କେବେ କେହି ଦୁରକୁ ଚାଲିଯାଏ ଏହି ସବୁ ପରେ ମଧ୍ୟ ଥକିଯାଇଥିବା ମଣିଷ ଟି ନିଜ ଲୋକଙ୍କ ପାଇଁ ଆଖିରୁ ଲୁହ ଝରାଇଥାଏ|

Odia Shayari Message chhota chhota khusi nhi manisha ku banchiba

ଛୋଟ ଛୋଟ ଖୁସି ହିଁ ମଣିଷ କୁ ବଞ୍ଚିବା ପାଇଁ ପ୍ରେରଣା ଯୋଗାଇଥାଏ ଆଉ ଛୋଟ ଛୋଟ ଅଷାହିଁ ମଣିଷକୁ ଦୁଃଖରେ କନ୍ଦେଇଦିଏ |

Odia Shayari Message mu rasta kadara pathara tia

ମୁଁ ରାସ୍ତା କଡ଼ ର ପଥର ଟିଏ ସିଏ ଗୋଡ଼ରେ ଏଡେଇବା ପରେ ବି କିଛି ଲୋକ ସିନ୍ଦୁର ବୋଲି ମତେ ଦେବତା କରିଦେଲେ |

Odia Sad Shayari 2020

Odia Sad Shayari 2020 belebele nijara dosha nathae

ବେଳେ ବେଳେ ନିଜର ଦୋଷ ନଥାଏ ମଧ୍ୟ ସମ୍ପର୍କ ପାଇଁ ଦୋଷୀ ହେବାକୁ ପଡିଥାଏ କାହିଁକିନା ନିଯଲକଙ୍କ ହରେଇବାର ଜଡ଼ା ସବୁବେଳେ ମଣିଷକୁ ଖାଇଯାଏ |

Odia Sad Shayari 2020 loka kuhanti kehi jane chaligale

ଲୋକେ କଇଛନ୍ତି କେହିଜଣେ ଚାଲିଗଲେ ଜୀବନ କାହାପାଇଁ ଅଟକି ଯାଏନି କିନ୍ତୁ ସମସ୍ତଙ୍କ ଜୀବନରେ ଏମିତି ଜଣେ ଥାଏ ଯାହାର ଜାଗା ଆଉ କେହି ନେଇପାରେନି |

Odia Sad Shayari 2020 jebe bahara loka kasta dianti

ଯେବେ ବାହାର ଲୋକ କଷ୍ଟ ଦିନଟି ତାଙ୍କ ଉପରେ ରାଗ ଆସିନଥାଏ କିନ୍ତୁ ଯେବେ ନିଜ ଲୋକଟି କଷ୍ଟ ଦେଇଥାଏ ଆଖିରୁ ଆପେ ଆପେ ଲୁହ ଝରିଯାଏ |

Odia Sad Shayari 2020 sandehare samparkatiku nasta karantu nahi

ସନ୍ଦେହରେ ସମ୍ପର୍କଟିକୁ ନଷ୍ଟ କରନ୍ତୁ ନାହିଁ ଏହି ସୁନ୍ଦର ସମ୍ପର୍କଟି ପାଇଁ ସନ୍ଦେହକୁ ନଷ୍ଟ କରିଦିଅନ୍ତୁ |

Also Read Odia Sad Shayari – Click Here

Odia Sad Shayari 2020 dunia kuhe prema jibanare khusi bharidia

ଦୁନିଆ କୁହେ ପ୍ରେମ ଜୀବନରେ ଖୁସି ଭରିଦିଏ କିନ୍ତୁ ଏ କଥା ବି ସତ ପ୍ରେମ କିଛି ଲୋକଙ୍କ ଭାଗ୍ୟରେ କେବଳ ଲୁହ ଦେଇଥାଏ |

Odia Sad Shayari

Odia Sad Shayari premare jadi kahaku kichhi upahara

ପ୍ରେମରେ ଯଦି କାହାକୁ କିଛି ଉପହାର ଦେବାକୁ ଚାଁହୁଛ ତେବେ ତାକୁ ନିସ୍ଵାର୍ଥପର ଭଲପାଇବା ଆଉ ସ୍ୱାଧୀନତା ଦିଅ ଏହା ଠାରୁ ବଳି ଉପହାର ଆଉ କିଛି ନାହିଁ

Odia Sad Shayari jia tumaku biswasa karuchhi

ଯିଏ ତୁମକୁ ବିଶ୍ୱାସ କରୁଛି ସେ କେବେ ତୁମଠୁ ପ୍ରମାଣ ଖୋଜିବନି  ଆଉ ଯିଏ ତୁମକୁ ଅବିଶ୍ୱାସ କରୁଛି ଟାକୁ ହଜାରେ ପ୍ରମାଣ ଦେଲେ ବି ତାକୁ କିଛି ଫରକ ପଡ଼ିବନି |

Odia Sad Shayari manisha jibana jiba pain

ମଣିଷର ଜୀବନ ଯିବାପାଇଁ ତ ଗୋଟିଏ ମୁହୂର୍ତ୍ତ ଲାଗିଥାଏ କିନ୍ତୁ ନିଜ ଲୋକଙ୍କ ଠାରୁ ଧୋକା ଓ ପ୍ରେମରେ ପ୍ରତାରଣା ପାଇବା ପରେ ମଣିଷ ପ୍ରତି ମୁହୂର୍ତ୍ତ ରେ ଛଟପଟ ହୋଇ ମରିଥାଏ |

Odia Sad Shayari sathi sabdara artha

”ସାଥି” ଶବ୍ଦର ଅର୍ଥ ତ ସମସ୍ତେ ଜାଣିଥାନ୍ତି କିନ୍ତୁ ଗୋଟିଏ ସ୍ଥିର କର୍ତବ୍ୟ ବହୁତ କାମ ଲୋକ ତୁଲାଇଥାନ୍ତି |

Odia Sad Shayari dureibaku canhuthiba manisha

ଦୂରେଇବାକୁ ଚାଁହୁଥିବା ମଣିଷ ସବୁବେଳେ ଗୋଟିଏ କାରଣ ଖୋଜୁଥାଏ ଆଉ ସାଥିରେ ରହିବାକୁ ଚାଁହୁଥିବା ମଣିଷ ଆଗରେ ହଜାରେ କାରଣ ବି ଫିକା ପଡ଼ିଯାଏ |

Love And Sad Shayari Odia

Love And Sad Shayari Odia bagichare fula

ବଗିଚାରେ ଫୁଲ ଆଉ ପରିବାରେ ଝିଅ ନଥିଲେ ଦୁଇଟିଯାକ ଅଧୁରା ଆଉ ଅସୁନ୍ଦର ଦେଖାଯାଏ |

Love And Sad Shayari Odia bhangijaethiba samparka au

ଭାଙ୍ଗିଯାଇଥିବା ସମ୍ପର୍କ ଆଉ ପୋଡ଼ିଯାଇଥିବା ସମ୍ପର୍କ ମଧ୍ୟରେ କୌଣସି ଫରକ ନଥାଏ ଏ ଦୁଇଟିକୁ ଯେତେ ସଜାଡ଼ିବାକୁ ଚେଷ୍ଟା କଲେ ମଧ୍ୟ ଏଥିରେ ମଧୁରତା ଫେରିଆସିନଥାଏ |

Love And Sad Shayari Odia jebe jaetume samasyaku dari dari

ଯେବେ ଯାଏ ତୁମେ ସମସ୍ୟାକୁ ଡରି ଡରି ବଞ୍ଚୁଥିବ  ତେବେ ମନେରଖ ତୁମ ଜୀବନର ହସ ଖୁସି ଆଉ କିଏ ଲୁଟୁଥିବ |

Love And Sad Shayari Odia jenu manishara pakhe aka chalibara

ଯେଉଁ ମଣିଷର ପାଖେ ଏକା ଚାଲିବାର ସାହସ ଓ ସାମର୍ଥ୍ୟତା ଥାଏ ଦିନେ ତା ପଛେ ପୁରା ଦୁନିଆ ଚାଲିଥାଏ 

Love And Sad Shayari Odia bifalata safalata

ବିଫଳତା ସଫଳତାରେ ସେତେବେଳେ ବଦଳିଯାଏ ଯେତେବେଳେ ମଣିଷ ସମସ୍ୟା କୁ ସାମ୍ନା କରିବା ଶିଖିଯାଏ |

Also Read Love And Sad Shayari Odia-Click Here

 

 

 

 

 

Show More

Related Articles

Leave a Reply

Your email address will not be published. Required fields are marked *

Back to top button

Adblock Detected

Please Consider supporting us by desabling your ad blocker.