Monday, July 13, 2020
Home LOVE STORY Odia Love Story-Wrong Number-Real Love stories in Odia Language

Odia Love Story-Wrong Number-Real Love stories in Odia Language

ଗୋଟେ ଦିନ ଗୋଟେ ଝିଅ କୁ ଅଜଣା number ରୁ call ଆସିଲା | ଝିଅ ଟି କେବେ କୋଉ ଅଜଣା number ରୁ call ଆସିଲେ ସେ ଉଠାଇନି , ହେଲେ ସେଦିନ ସେ ଭୁଲରେ number ଟି recv କରିଦେଲା | ତା ପରେ ଜାଣିପାରିଲା କି ତାହା ଗୋଟେ ଅଜଣା number ତା ପରେ ସେ call କାଟିଦେଲା | ପରେ ବାର ବାର ସେ number ରୁ call ଆସିବାକୁ ଲାଗିଲା | ଏହା ଦେଖି ଝିଅ ଟି ରାଗିଗଲା ଆଉ call Recv କରି କହିଲା କି ମୁ କହୁଛି ନା ଏଇଟା Wrong number ବୋଲି ବାର ବାର କାଇଁ call କରି Disturb କରୁଛ ? Next time ଯେମିତି ଏ number କୁ call ଆସିବନି | ସେପଟୁ ଯାହା ଶୁଣିଲା ଝିଅ ଟି ବିଶ୍ୱାସ କରିପାରିଲାନି ସେପଟେ ଗୋଟେ ପୁଅ ଥିଲା ଆଉ ସେ ତାକୁ ଭଲ ପାଉଛି ବୋଲି କହିଲା | ଝିଅ ଟି ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା କହିଲା ନା ତମେ ମତେ ଜାଣିଛ ନା ଚିହିଁଛ ନ ଦେଖି ନ ଜାଣି କେମିତି ଭଲ ପାଇବସିଲ ? ପୁଅ ଟି କହିଲା ତୁମ voice ଶୁଣି | ତୁମ voice ଶୁଣି ତୁମକୁ ଭଲ ପାଇବସିଲି | ପୁଅ ଟି ବହୁତ ଅନୁରୋଧ କଲା କି ତା ସହ friendship କରିବାକୁ |

ଝିଅ ଟି ତା ସହ friendship କଲା | ଏମିତି କିଛି ଦିନ କଥା ବାର୍ତ୍ତା ରେ ପୁଅଟି ଝିଅ ଟିକୁ propose କଲା ଝିଅଟି ରାଜିହେଲା ନି | କହିଲା କି ମୋ ପରିବାର ଲୋକ ଭଲପାଇବା ବିରୁଦ୍ଧରେ ସେ କେବେ ହେଲେ ରାଜି ହେବେନି ମୁଁ ଚାଁହୁନି ଆଗକୁ ଯାଇ କିଛି ଅସୁବିଧା ହେଉ ତ ମତେ କ୍ଷମା କରିଦିଅ ମୁଁ ତୁମ ପ୍ରସ୍ତାବ ଗ୍ରହଣ କରିପାରୁନି | ଝିଅ ଟି କହିଲା ଆଜି ଠୁ ଆଉ ମତେ call କରିବନି | ପୁଅଟି ଝିଅ ଟିକୁ ଏତେ ଭଲ ପଇସାରିଥିଲା ଯେ ସେ ତା ଖୁସିପାଇଁ ତାକୁ ଆଉ call ବି କଲାନି |

ଏମିତି କିଛି ଦିନ ଗଲାପରେ ଝିଅଟି ଝିଅ ଟି ଆଉ ରହିପାରିଲାନି ସେ ବି ସେ ପୁଅ କୁ ଭଲ ପାଇ ବସିଥିଲା | ତା ପରେ ଝିଅଟି ତା ନିଜ ଆଡୁ call କଲା ସେ ପୁଅ କୁ | ପୁଅ ଟି call recv କରି କହିଲା ମୁଁ ଜାଣିଥିଲି ତୁମେ ଦିନେ ନା ଦିନେ call କରିବ | ଝିଅଟି ପୁଅ ପ୍ରସ୍ତାବ ରେ ରଜିହୋଇଗଲା | ପୁଅଟି ତାକୁ ବହୁତ ଭଲ ପାଇଲା ବହୁତ ଯତ୍ନ ନେଲା ଆଉ ବହୁତ support କଲା ଆଉ ଝିଅଟିର ଜୀବନ ପୁରା ବଦଳିଗଲା | ଏ ଭିତରେ 3 ବର୍ଷ ବିତିଯାଇଥିଲା ଝିଅ ଟିର ଘରେ ଏ ସବୁ ବିଷୟରେ ଜାଣିଦେଲେ ଆଉ ଏକଥା ବି ଜାଣିଲେ ପୁଅ ଟି ଅଲଗା ଜାତିର | ଏ ସବୁ ଜାଣିବା ପରେ ଝିଅଟିକୁ ତା ପରିବାର ଲୋକେ ବହୁତ ଗାଳିକଲେ ମାରିଲେ | ଝିଅଟି ପାଇଁ ତା ନିଜ ଠୁ ଅଧିକା ତା ପରିବାର ତା ପାଇଁ ବଡ ଯେହେତୁ ତାକୁ ଆଜି ଛୋଟରୁ ବଡ କରିଛନ୍ତି | ସେ ବହୁତ କଥା ଭାବିଲା ବହୁତ ଟେନସନ ରେ ରହିଲା | ଝିଅଟି ଧୀରେ ଧୀରେ ସେ ପୁଅ ସହ କଥା ହେବା ବନ୍ଦ କରିବାକୁ ଲାଗିଲା |

ଏ ସବୁ ଦେଖି ପୁଅଟି କହିଲା କଣ ହେଇଛି ତୁମର ତମେ କାହିଁକି ଏମିତି କରୁଛ Call କଲେ Recv କରୁନା ଠିକସେ କଥା ହଉନ କଣ ହେଇଛି ??? ମତେ କୁହ | ଝିଅଟି ସବୁକଥା କହିଲା | ଆଉ ତାପରେ ସେ ତା relationship କୁ ନିଜହାତରେ ଭାଙ୍ଗିଦେଲା ନିଜ ପରିବାର ପାଇଁ | ଝିଅ ଟି କିନ୍ତୁ ପୁଅଟିକୁ ବହୁତ ଭଲପାଉଥିଲା | 1ମାସ ପରେ ପୁଅଟି ଗୋଟେ ଅଲଗା number ରୁ call କଲା | ପୁଅଟି ମନରେ ସନ୍ଦେହ ଘର କରି ନେଇଥିଲା ଏଇ 1 ମାସ ଭିତରେ | ସେ ଝିଅଟିକୁ କହିଲା ତୁ ମତେ ଧୋକା ଦେଲୁ ତୁ ଆଉ କାହାସହ relationship ତୁ ମତେ ମିଛ କହିଲୁ ଅଥଚ ମୁଁ ଜାଣିପାରିଲିଣି | ତୁ ମୋ ସହ କାଇଁ ଏମିତି କଲୁ ମୁଁ ତତେ ଛାଡି ରହିପାରୁନି | ପୁଅ ଟି ଧମକ ଦେଲା ତୁ ଯଦି ମୋର ହେଲୁନି ମୁଁ ତତେ ଆଉ କାହାର ହବାକୁ ଦେବିନି |

ଝିଅଟି ଏ କଥା ଶୁଣିକି ବହୁତ ଡରିଗଲା | କିନ୍ତୁ ତା ମନରେ ବିଶ୍ୱାସ ଥିଲା ସେ ସେମିତି କିଛି ବି କରିବନି | ଝିଅଟି ତା 3 ବର୍ଷ ର ଭଲପାଇବାକୁ ଭୁଲିବାକୁ ବାଧ୍ୟ ହେଇଥିଲା ତା ପରିବାର ପାଇଁ ଝିଅଟି ଭାବୁଥିଲା ମୋର ପଛେ ଯାହା ହେଇଯାଉ | ମୁଁ ମୋ ପରିବାର ର କୌଣସି କ୍ଷତି ହବାକୁ ଦେବିନି | ସେ ଥରେ କହିଥିଲା କି ତା ପରିବାର ତା ପାଇଁ ବଡ ସେ ତାହା ପ୍ରମାଣ କରିଦେଲା | ଝିଅଟି କେବେ ସେ ପୁଅକୁ ନ ଦେଖି ନ ଜାଣି ଭଲ ପାଇଥିଲା | ଆଉ ଆଜିବି ସେତିକି ଭଲପାଇବା ତା ମନରେ ଅଛି ଯେତିକି 3 ବର୍ଷ ପୂର୍ବ ରୁ ଥିଲା | ହେଲେ ଝିଅଟି ଜାଣିଥିଲା ସେ ତା ପରିବାର କୁ ଦୁଃଖ ଦେଇ କେବେବି ଖୁସିରେ ରହିପାରିବନି ସେଥି ପାଇଁ ସେ ଏସବୁ କରିବାକୁ ବାଧ୍ୟ୍ୟ ହେଲା |

ହଁ ସାଙ୍ଗମାନେ ଏକେଉଁ Movie Story ନୁହଁ ସତ୍ୟ ଘଟଣା ଉପରେ ଆଧାରିତ | ଆଜିକାଲି ହଜାର ହଜାର ପୁଅ ଝିଅ ନିଜ ପରିବାର ପାଇଁ ନିଜ ଭଲ ପାଇବାକୁ ଭୁଲିଯିବାକୁ ବାଧ୍ୟ ହଉଛନ୍ତି | ବାସ ଠାକୁରଙ୍କ ପାଖରେ ଏତିକି ପ୍ରାଥନା କରୁଛି ସମସ୍ତଙ୍କୁ ନିଜ ଭଲ ପାଇବା ମିଳୁ |

ଆଶାକରୁଛି କାହାଣୀ ଟି ଆପଣମାନଙ୍କୁ କେମିତି ଲାଗିଲା କମେନ୍ଟ କରି ଜଣେଇବେ | ଯଦି ଆପଣ ମାନଙ୍କ ପାଖରେ କିଛି ଏମିତି Odia love story ଅଛି ତାହାଲେ ଆମକୁ Post କରନ୍ତୁ |

Follow Us

5,026FansLike
370FollowersFollow
207FollowersFollow
8,027SubscribersSubscribe

Must Read

New Odia Love Shayari -Megha Raijare Gharati Kinichhi #2

ମେଘ ରାଇଜରେ ଘରଟି କିଣିଛି ,ପ୍ରିୟା ତୋତେ ସାଥେ ନେଇ ଜହ୍ନ ରାଇଜରେ ଘରଟି ତୋଳିଛି ,ତୋ ସାଥେ ରହିବା ପାଇଁ |

Odia Love Shayari -Tumari Rupaku Hrudaya Aina re #1

ତୁମରି ରୂପକୁ ହୃଦୟ ଆଇନା ନିତି ନିତି ଦେଖୁଥାଇ ସତ ଆଇନାରେ ସତ ରୂପ ତୁମ ନିତି ମୋ ପାଶେ ଆସଇ

Odia Life Quotes – Ghruna gote amiti jinisha #1

Ghruna gote amiti jinisha loka taku sahaja re bujhi janti ,kintu bhalapaiba gote amiti jinisha taku bijhibaku...

Odia Love Story-ରାଧା ଓ ମୋହନ ର ପ୍ରେମ କାହାଣୀ_True Odia Love Story

କୁହାଯାଏ ସମୟ ବହୁତ ବଳବାନ ତା ଠୁ ବଳବାନ ଭାଗ୍ୟ ଆଉ ଭାଗ୍ୟ ଠୁ ବଳବାନ ଭଗବାନ | ତାଙ୍କ ମାୟା କେହି ଜାଣିପାରନ୍ତିନି | ସେ କେତେବେଳେ କାହାକୁ...

Related Post

New Odia Love Shayari -Megha Raijare Gharati Kinichhi #2

ମେଘ ରାଇଜରେ ଘରଟି କିଣିଛି ,ପ୍ରିୟା ତୋତେ ସାଥେ ନେଇ ଜହ୍ନ ରାଇଜରେ ଘରଟି ତୋଳିଛି ,ତୋ ସାଥେ ରହିବା ପାଇଁ |

Odia Love Shayari -Tumari Rupaku Hrudaya Aina re #1

ତୁମରି ରୂପକୁ ହୃଦୟ ଆଇନା ନିତି ନିତି ଦେଖୁଥାଇ ସତ ଆଇନାରେ ସତ ରୂପ ତୁମ ନିତି ମୋ ପାଶେ ଆସଇ

Odia Life Quotes – Ghruna gote amiti jinisha #1

Ghruna gote amiti jinisha loka taku sahaja re bujhi janti ,kintu bhalapaiba gote amiti jinisha taku bijhibaku...

Odia Love Story-ରାଧା ଓ ମୋହନ ର ପ୍ରେମ କାହାଣୀ_True Odia Love Story

କୁହାଯାଏ ସମୟ ବହୁତ ବଳବାନ ତା ଠୁ ବଳବାନ ଭାଗ୍ୟ ଆଉ ଭାଗ୍ୟ ଠୁ ବଳବାନ ଭଗବାନ | ତାଙ୍କ ମାୟା କେହି ଜାଣିପାରନ୍ତିନି | ସେ କେତେବେଳେ କାହାକୁ...

Odia Love Story-ପ୍ରୀତି ଓ ପିୟୁଷ ର ପ୍ରେମ କାହାଣୀ_Real Odia Love Story

ସହର ଠୁ ବହୁତ ଦୂର ରେ ଗୋଟେ ଛୋଟ ଗାଁ ରେ ମା ଟିଏ ଆଉ ଝିଅ ଟିଏ ରହୁଥିଲେ | ଝିଅ ଟି ପିଲା ଦିନୁ ତା...

LEAVE A REPLY

Please enter your comment!
Please enter your name here

error: Content is protected !!