LOVE STORY

Odia love Story-ସମୀର ଓ ଆଲିଆ ର ପ୍ରେମ କାହାଣୀ_true Odia Love Story

ସମୀର ଆଉ ଅର୍ଜୁନ ଦୁଇସାଙ୍ଗ ସେମାନେ |ସାଙ୍ଗରେ ପାଠ ପଡୁଥିଲେ ଆଉ ସାଙ୍ଗରେ ରହୁଥିଲେ |ଅର୍ଜୁନ ଭଲ ଗୀତ ଗାଏ |ତାର singer ହବାକୁ ବହୁତ ଇଚ୍ଛା | ଅର୍ଜୁନ singar ହେବାକୁ ବହୁତ ଚେଷ୍ଟାକରୁଥାଏ ଆଉ ଗୋଟେ ଭଲ singer ହେଇ ବାହାରିଲା |ସମୀର କୁ ଗୀତ ଲେଖିବାରେ ବହୁତ interest ଥିଲା ଆଉ ସେ ଅର୍ଜୁନ ପାଇଁ ଗୀତ ଲେଖେ ଆଉ ଅର୍ଜୁନ ତାକୁ ଗାଏ |

ଅର୍ଜୁନ ବହୁତ ଆଗକୁ ଗଲା ବହୁତ ଲୋକ ଅର୍ଜୁନ କୁ ଭଲ ପାଇବାକୁ ଲାଗିଲେ ତା fan ହେଇଗଲେ |ଅର୍ଜୁନ ବହୁତ programs କରେ ଆଉ ଆଗକୁ ବହୁତ ବଡ଼ ହେବାର ଆଶା ରଖିଥାଏ |

ଅର୍ଜୁନ ଦେଖିବାକୁ ବହୁତ handsome ଥିଲା .collage ରେ ସବୁଝିଅ ତା ଗୀତ ଠାରୁ ବେଶୀ ତା Looks ର fan.

ଆଲିଆ ବୋଲି ଗୋଟେ ଝିଅ ଅର୍ଜୁନ ଆଉ ସମୀର ର collage ରେ ପଢୁଥିଲା | ଆଲିଆ ଗୋଟେ ବହୁତ ଭଲ ଝିଅ |ବହୁତ ସରଳ ନିରୀହ | ସେ ସବୁବେଳେ ଅର୍ଜୁନ ନ ଗୀତ ଶୁଣେ |ଆଉ ଅର୍ଜୁନ ପାଇଁ ସେ ଦିୱାନି ଥିଲା |ଦିନେ show ସାରିବା ପରେ ସେ ଅର୍ଜୁନ ପାଖକୁ ଆସିଲା ଆଉ ଆର୍ଜୁନ କୁ propose କଲା ଆଉ କହିଲା କି ତମେ ମତେ ବହୁତ ଭଲ ଲାଗ |I Love You |

ହେଲେ ଅର୍ଜୁନ ତାର ବହୁତ ମଜାକ ଉଡେଇଲା |କହିଲା ନିଜକୁ ଆଇନା ରେ ଦେଖିଛୁ |ମୋ ପାଇଁ ହଜାରେ ସୁନ୍ଦରୀ ଝିଅ ମରୁଛନ୍ତି |ତୋ ପାଖରେ ଏମିତି କଣ ଅଛି |ଆଲିଆ ଏ କଥା ଶୁଣିବା ପରେ ବହୁତ କାନ୍ଦିଲା |ପାଖରେ ସମୀର ଠିଆ ହେଇଥିଲା ତାକୁ ବି ଏ ସବୁ ଦେଖି ଭଲ ଲାଗିଲାନି |ଆଲିଆ ଘରକୁ ଆସିଲା ଆଉ ବହୁତ କାନ୍ଦିଲା ନିଜକୁ ଆଇନା ରେ ଦେଖିକି ବହୁତ କାନ୍ଦିଲା |

ଅର୍ଜୁନ ର program ଥାଏ |ଅର୍ଜୁନ ତା ପାଇଁ ଗୀତ ଲେଖୁଥାଏ |ହେଲେ ସେ ଲେଖିପାରୁନଥାଏ |ସେଇ time ରେ ଅର୍ଜୁନ ଆସି କହିଲା କି କଣ ତୁ ଏପର୍ଯ୍ୟନ୍ତ କରୁଛୁ ରାତି ବହୁତ ହେଲାଣି ଚାଲ ଶୋଇବା ସମୀର ତାକୁ କହିଲା ଯଦି Liyrics ଭଲ ନ ଲେଖିବି ତ ତାହାଲେ ତୋ ଗୀତ କେହି ଶୁଣିବେନି ଏମିତି ଦୁଇସାଙ୍ଗ କଥା ହେବା ଭିତରେ ଗୋଟେ message ଆସିଲା ଅର୍ଜୁନ ର ଫୋନ କୁ ଆଉ ଅର୍ଜୁନ ସମୀର କୁ ଦେଖିବା ପାଇଁ କହିଲା |ସମୀର ଦେଖି କି କହିଲା ଏ ତ ସେଇ ଝିଅ ଯିଏ ତତେ କାଲି propose କରିଥିଲା |

ଅର୍ଜୁନ ରାଗିଯାଇ block କରିଦେବା କୁ କହିଲା |ଆଉ ସେଠୁ ଚାଲିଗଲା .ସମୀର ତା message ପଢିଲା ସେ ଗୋଟେ ବହୁତ ଭଲ କବିତା ଲେଖିଥିଲା | ସମୀର ସେ କବିତା ଟି ପଢିଲା ଆଉ ତାକୁ ଭଲ ଲାଗିଲା |ସେ କବିତା ବହୁତ ଭଲ ଲାଗୁଚି ବୋଲି ଆଲିଆ message ର reply କରିଦେଲାଅର୍ଜୁନ ର account ରୁ |ଆଲିଆ message ର reply ଆସିବା ଦେଖି ଆଲିଆ ବହୁତ ଖୁସି ହେଇଗଲା ସେ ଭାବିଲା ଅର୍ଜୁନ ତାକୁ reply ଦେଇଛି ହେଲେ reply ଅର୍ଜୁନ ନୁହେଁ ସମୀର ଦେଇଥିଲା ବୋଲି ସେ ଜାଣିନଥିଲା

ଏମିତି message ରେ ସବୁଦିନ କଥା ବାର୍ତ୍ତା ଚାଲିଲା ଆଲିଆ ଆଉ ସମୀର ର ଏ କଥା ଅର୍ଜୁନ ଜାଣିନଥିଲା |ଏମିତି କଥା ହଉ ହଉ ସମୀର ଆଲିଆକୁ କୁ ଭଲ ପାଇ ବସିଥିଲା ଆଲିଆ ବି ଅର୍ଜୁନ ଭାବି କଥା ହେଉଥିଲା | ଆଲିଆଗୋଟେ ଦିନ ପଚାରିଲା କି ତୁମେ ମୋ ସହ message ରେ କଥା ହଉଛ ଅଥଚ ସାମ୍ନାରେ ଦେଖିଲେ ଯେମିତି ମତେ ଚିହିଁ ନ |

ଆଉ ତାକୁ reply ଆସିଲା କି collage ବହୁତ ପିଲା ଥାନ୍ତି ତ ସମସ୍ତଙ୍କ ସାମ୍ନା ରେ କଥା ହେବାକୁ ଭଲ ଲାଗେନି ତ ସେଥିପାଇଁ ମୁଁ କିଛି କୁହେନି |ଆଲିଆ ବହୁତ ଖୁସି ଥାଏ କି ତା ଭଲପାଇବା ତାକୁ ମିଳିଲା ସେ ନିଜକୁ change କରିନେଲା ପୁରା muddon ହେଇଗଲା |ଆଉ ବହୁତ ସୁନ୍ଦର ଦେଖାଗଲା |ଆଲିଆ ବି ବହୁତ ଭଲ ଗୀତ ଗାଉଥିଲା |

ଦିନେ collage ରେ ଆଲିଆ ଗୀତ ଗାଇବାର ଅର୍ଜୁନ ଶୁଣିଲା ଆଉ ତାକୁ ଭଲ ଲାଗିଲା ସେ ଆଲିଆ କୁ ପ୍ରଶଂସା କଲା |ଦିନେ ଅର୍ଜୁନ ଆଉ ତା girlfriend ର breakup ହେଇ ଗଲା ଆଉ ସେ କଥା କୁ ନେଇ ଅର୍ଜୁନ ବହୁତ tension ରେ ଥାଏ |ସମୀର ତାକୁ ବୁଝେଇଲା ଆଉ ପାଣି ଆଣିବାକୁ ଗଲା ହଠାତ ଗୋଟେ message ଆସିଲା ସେ ଦେଖିଲା କି ସେ message ଆଲିଆ ର ଥିଲା |

ସେ ତା ପୂର୍ବ ରୁ ଯେତେ ସାରା message କରାଯାଇଥିଲା ସବୁ ଦେଖିନେଲେ |ଆଉ ସମୀର କୁ କହିଲା ତୁ ମୋର ଠିକ ସାଙ୍ଗ ମୋ ପାଇଁ ଝିଅ ପଟେଇ କି ରଖିଛୁ ତୁ ହିଁ ମୋର ପ୍ରକୃତ ସାଙ୍ଗ କହି ବହୁତ ଖୁସି ହେଇଗଲା ତା ପରେ ପ୍ରକୃତ ରେ ଅର୍ଜୁନ ଆଉ ଆଲିଆ ଦେଖା କରିବାକୁ ଚହିଁଲେ|ଦୁହେଁ ଦେଖା ହେଲେ ବହୁତ ସାରା କଥା ହେଲେ ଆଉ number ବି ଦିଆ ନିଆ ହେଲେ |

ଦିନେ ଅର୍ଜୁନ ତା room ରେ party ରଖିଥାଏ |ସବୁ ସାଙ୍ଗ ମାନଙ୍କୁ ଡାକିଥାଏ |ଆଲିଆ ବି ଆସିଥାଏ ସମସ୍ତେ drink କରୁଥିଲେ |ଅର୍ଜୁନ ଆଲିଆ କୁ ବି drink କରିବାକୁ କହିଲା ଆଲିଆ ମନା କଲା ଏଇ କଥା କୁ ନେଇ ଦୁହିଁଙ୍କ ଭିତରେ ଝଗଡା ହେଇଗଲା |ଆଉ ଅର୍ଜୁନ ସମସ୍ତଙ୍କ ସାମ୍ନା ରେ ଆଲିଆ କୁ ବହୁତ insult କଲା |ଆଲିଆ ସେଠୁ କାନ୍ଦି କାନ୍ଦି ଚାଲିଆସିଲା |ସମୀର କୁ ଏ ସବୁ ବହୁତ ଖରାପ ଲାଗିଲା |ସେ ଆଲିଆ ଘରକୁ ଗଲା ଅର୍ଜୁନ ତରଫ ରୁ କ୍ଷମା ମାଗିବାକୁ |ହେଲେ ଆଲିଆ ତାକୁ ଘରଭିତରକୁ ଆସିବାକୁ ଦେଲାନି |ସମୀର ସେମିତି ବାହାରେ ଠିଆ ହେଇଥାଏ |କିଛି ସମୟ ପରେ ଆଲିଆ ସମୀର କୁ ଘରକୁ ଡାକିଲା |

ସମୀର ତାକୁ ଅର୍ଜୁନ ତରଫ ରୁ କ୍ଷମା ମାଗିଲା |ଆଉ ଦୁହେଁ ବସି ବହୁତ କଥା ହେଲେ |ସମୀର ବହୁତ ହସେଇବାକୁ ଚେଷ୍ଟା କଲା ଆଲିଆ କୁ |ଦୁହେଁ ଖିଆ ପିଆ କଲେ ଆଉ ଅର୍ଜୁନ ଆଲିଆ କୁ କହିଲା କି ତମେ ତ ବହୁତ ଭଲ ଗୀତ ଗାଅ ତ ତମେ ଗୀତ ଗାଉନ କାହିଁକି ମୁଁ ତୁମକୁ ସାହାଯ୍ୟ କରିବି ଗୀତ ଗାଇବାରେ |ଦୁହେଁ ମିଶି ଗୀତ practice କଲେ |ଦିନେ ଅର୍ଜୁନ ଆଲିଆ ପାଖକୁ ଆସିଲା ଆଉ କହିଲା ସେ ଦିନ ର କଥା ପାଇଁ ମତେ କ୍ଷମା କରି ଦିଅ ମୁଁ ତମ ସହ ସେମିତି କରିବା ଟା ଠିକ ନଥିଲା |ଆଲିଆ କହିଲା କି ତୁମ ଠୁ ତ ସମୀର ବହୁତ ଭଲ ସେ ସେଦିନ ଆସି ତମ ତରଫ ରୁ ଭୁଲ ମାଗି ସାରିଛି |ହଠାତ ଅର୍ଜୁନ ରାଗି ଯାଇ କହିଲା |ତମେ ଯାହାକୁ ଭଲ କହୁଛ ସେ କଣ କରିଛି ଜାଣିନ | ସେ ତମକୁ ମୋ account ରୁ message କରେ ଆଉ ମୁଁ ହେଇ କଥା ହୁଅ ଏମିତି କି ଏକଥା ମୁଁ ବି ଜାଣିନଥିଲି |ଏ ସବୁ ଶୁଣିବା ପରେ ଆଲିଆ ବହୁତ କାନ୍ଦିଲା ସମୀର ତାକୁ ବୁଝେଇବାକୁ ବହୁତ ଚେଷ୍ଟା କଲା |ଆଲିଆ କାନ୍ଦି କାନ୍ଦି ତା ଘରକୁ ଚାଲିଗଲା |

ଆଉ ରାତିସାରା ସେ ସମୀର ର ସେଇ ସବୁ କଥା ମନେ ପକେଇଲା ଯୋଉଟା ସମୀର ତା ପାଇଁ କରୁଥିଲା ତା care ନବା ,ତାକୁ ସବୁ କାମରେ support କରିବା ,ତାକୁ ସବୁବେଳେ ଖୁସିରେ ରଖିବାକୁ ଚେଷ୍ଟା କରିବା ସବୁ କଥା ତା ର ମନେ ପଡିଲା |ଆଉ ସେ ଜାଣିଗଲା ସମୀର କେମିତିକା ପିଲା ଆଉ ସେ ତାକୁ ବହୁତ ଖୁସିରେ ରଖିବ |ସେ ସମୀର ପାଖକୁ ଗଲା ଆଉ ତାକୁ propose କଲା |ସମୀର ବି ରାଜି ହେଇଗଲା |

ଆଉ ଗୋଟେ ଅଧୁରା love ପୁରା ହେଇଗଲା |

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close
Close