Post Contents
show
New Odia Shayari Image Download
ଗୋଟେ ସୁନ୍ଦର ସମ୍ପର୍କ ଏମିତି ନଷ୍ଟ ହେଇଗଲା ମୁଁ ଦୋସ୍ତି ନିଭଉଥିଲି ଆଉ ତାକୁ ପ୍ରେମ ହେଇଗଲା |
Gote Samparka Amii Nasta Heigala Mu Dosti NIbhauthili Au Taku Prema Heigala
Odia Love Shayari
କଷ୍ଟ ସହିବାର ଏମିତି ଅଭ୍ୟାସ ହେଇଗଲାଣି କି ,ଏବେ କଷ୍ଟ ନ ମିଳିଲେ କଷ୍ଟ ଲାଗୁଛି |
Kasta Sahibara Amiti Abhyasa Heigalani Ki,Abanga Kasta Na Milile Kasta Laguchhi
New Odia Shayari Photo Download
ଲୋକ ତ ବହୁତ ମିଳଲେ ,ହେଲେ ତାଙ୍କ ପାଖରେ ସେ ଗୁଣ ନାହିଁ ଯାହା ତା ପାଖରେ ଥିଲା I
Loka Ta Bahut Milile,HEle Tanka Pakhare Se Guna Nahi Jaha Ta Pakhare Thila
Also Read:-Best 10 Odia Life Quotes — Inspiring the Happy, Good and Funny in Real Life #13