New Odia Life Quotes
ଦୁନିଆ ଗୋଟିଏ ହେଲେ ସମସ୍ତଙ୍କ ପାଇଁ ଅଲଗା ଅଲଗା |
Dunia Gotia Hele Samastanka Pain Alaga Alaga.
Best Life Quotes
ଜୀବନ ରାସ୍ତାରେ ଏବେ ଚାଲୁଛି ଆଉ ଝୁଁଟୁଛି ବି ,ଅଭିଜ୍ଞାତା ବହୁତ ଅଛି ହେଲେ ଆଜିବି କିଛି ନୂଆ ଶିଖୁଛି
Jibana Rastare Ebe Chaluchhi Au Jhuntuchhi BI ,A bhigyanta Bahut Achhi Hele Ajibi Kichhi Nua Sikhuchi.
Best Life Quotes In Odia
ସୁନ୍ଦରତା ନା ସୁନ୍ଦର ମୁହଁ ରୁ ମିଳେ ନା ହିଁ ସୁନ୍ଦର ପୋଷାକରୁ ,ମନ ଯାହାକୁ ପସନ୍ଦ କରେ ସେ ଯେମିତି ହେଇଥିଲେ ବି ସୁନ୍ଦର ଲାଗେ |
Sundarata Na Sundar Munha Ru Mile Na Hin Sundar Poshakaru ,Mana Jahaku Pasand Kare Se Jemiti Heithile Bi Sundar Lage.
Latest Odia Life Quotes
କିଏ ଜଣେ ମତେ ପଚାରିଲା ତୁମର ନିଜର କିଏ ? ମୁଁ କହିଲି ଅନ୍ୟ ପାଇଁ ଯିଏ ମତେ ଅଣଦେଖା ନକରୁଥିବ ସେ ମୋ ନିଜର |
Kia Jane Mate Pacharila Tumara Nijara Kia ?Mu Kahili Anya Pain Jia Mate Anadekha Nakaruthiba Se Mo Nijara.
Also Read:-Top 10 Life Quotes in Odia- Best Odia Life Quotes For Whatsapp and Facebook